spot_img

Latest Posts

ଢେଙ୍କାନାଳ: ସରାଙ୍ଗ ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତି । ବି.ଟେକ ଶେଷ ବର୍ଷ ଛାତ୍ରଙ୍କ ସହ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ । ୫ ଜଣ ବି.ଟେକ ଛାତ୍ରଙ୍କୁ ଅଟକ ରଖିଛି ପରଜଙ୍ଗ ପୋଲିସ । ଛାତ୍ର ଅଶାନ୍ତକୁ ନେଇ ପୋଲିସ ମୁତୟନ ।

')}

Latest Posts

Don't Miss