ତାଜା ଖବର ଜଳେଶ୍ୱର: ୩୧୦ ଗ୍ରାମ୍ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ । ଶାସନବାଡ଼ ଗାଁରୁ ଧରିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, ବାଲେଶ୍ୱର ପୋଲିସ ଓ ଜଳେଶ୍ୱର ଅବକାରୀ ବିଭାଗ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା । December 11, 2019 Post navigation Previous ଧର୍ମଗଡ଼: କୋକସରା ବ୍ଲକ ଇନ୍ଦିରାବତୀ ଉଚ୍ଚବିଦ୍ୟାଳରେ ଶିକ୍ଷକ ନିଯୁକ୍ତି ଦାବି । କୁସୁମଖୁଣ୍ଟିରେ ଜାତୀୟ ରାଜପଥ-୨୬ ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅବିଭାବକ । ଜୟପୁର-ଭବାନୀପାଟଣା ମଧ୍ୟରେ ଯାତାୟତ ଠପ୍ ।Next ଆପଣଙ୍କ ଶରୀରରେ ଏହି ୮ଟି ସଙ୍କେତ ଜଣାଇବ ଆପଣ କେତେ ସୁସ୍ଥ