spot_img

Latest Posts

ଗଞ୍ଜାମ: ଶେରଗଡ଼ ଥାନା କେରିକେରିଝୋଳା ଗାଁରେ ହତ୍ୟାକାଣ୍ଡ । ପାରିବାରିକ କଳହରୁ ପୁଅକୁ କାଠ ଫାଳିଆରେ ପିଟି ହତ୍ୟା କଲା ବାପା । ପୁଅ ପିଣ୍ଟୁ ଗୌଡ଼ ମୃତ । ବାପା ଶିବ ଗୌଡ଼ ଗିରଫ ।

Latest Posts

Don't Miss