spot_img

Latest Posts

କଟକ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆକୁ ନେଇ ଉଚ୍ଚସ୍ତରୀୟ ବୈଠକ । ପୋଲିସ କମିଶନର, କଟକ ଭୁବନେଶ୍ୱର ଡିସିପି, ଟ୍ରାଫିକ୍ ଡିସିପି, ଏୟାରପୋର୍ଟ ନିର୍ଦ୍ଦେଶକ, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଓସିଏ ସଭାପତି ପଙ୍କଜ ମହାନ୍ତି, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରୀଷ୍ଣା ଉପସ୍ଥିତ । ଡିସେମ୍ବର ୨୨ରେ ମ୍ୟାଚ୍ ।

')}

Latest Posts

Don't Miss