spot_img

Latest Posts

କଟକ : ପୁଣି ଅଲୋଡା ହେଲା ଶିଶୁକନ୍ୟା । ସୂତାହାଟ ଅଳିଆ ଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଉଦ୍ଧାର ଶିଶୁକନ୍ୟାଟି ଜୀବିତ ଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁକନ୍ୟା ଉଦ୍ଧାର । ଶିଶୁକନ୍ୟା କଟକ ଶିଶୁ ଭବନରେ ଭର୍ତ୍ତି । ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ।

')}

Latest Posts

Don't Miss