ଆଜିର ରାଶିଫଳ (୧୪.୧୨.୨୦୧୯) ଶନିବାର
1 min readଆଜିର ପଞ୍ଚାଙ୍ଗ(୧୪.୧୨.୨୦୧୯) ଶନିବାର
ଆଜି ୨୦୧୯ମସିହା ଡିସେମ୍ବର ୧୪ ତାରିଖ, ଶନିବାର, ପୌଷ କୃଷ୍ଣପକ୍ଷ, ସୌରମାସ, ବିଛା ୨୮ ଦିନ, ଦ୍ୱିତୀୟା, ପୁନର୍ବସୁ ନକ୍ଷତ୍ର, ମିଥୁନ ଚନ୍ଦ୍ର, ଶୁକ୍ଳଯୋଗ, ଗରକରଣ ।
ଚନ୍ଦ୍ରଶୁଦ୍ଧି- ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମୀନ ରାଶିର
ଘାତବାର- ବୃଷ, ସିଂହ, କନ୍ୟା ରାଶିର
ଘାତଚନ୍ଦ୍ର- କନ୍ୟା ରାଶିର
ରାହୁକାଳ- ଦିବା ୮/୫୯ମି.ରୁ ଦିବା ୧୦/୨୦ମି.
କାଳବେଳା- ପ୍ରାତଃ ୬/୧୭ମି.ରୁ ପ୍ରାତଃ ୭/୩୮ମି.
ଶୁଭବେଳା- ପ୍ରାତଃ୭/୪୩ମି.ରୁ ଦିବା ୮/୫୯ମି.
ପର୍ବପର୍ବାଣୀ- ଜତୀୟ ଶକ୍ତି ସଂରକ୍ଷଣ ଦିବସ
ଆଜିର ରାଶିଫଳ
ମେଷ– କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥାଗମନ ଯୋଗ ରହୁଛି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପରିବାରିକ ଜୀବନ ସୁଖଶାନ୍ତିରେ କଟିବ ।
ବୃଷ–ପାରିବାରିକ ଜୀବନ ଅଶାନ୍ତ ରହିବ । ଆୟ ତୁଳନାରେ ବ୍ୟୟ ଭାର ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ମନ କଥାକୁ ଗୋପନ ରଖି ଉଦାସିନ ରହିବେ ।
ମିଥୁନ–ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥାଗମ ଯୋଗ ରହୁଛି । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ ।
କର୍କଟ–ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିବେ । ମଧ୍ୟାହ୍ନ ପରେ ସୁ-ସମ୍ବାଦ ପ୍ରାପ୍ତିହେବେ । ଆକସ୍ମିକ ଅର୍ଥଲାଭ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ ।
ସିଂହ– ମାନସିକ ପୂରଣ ହେବ । ଗୃହକୁ ଅତଥି ଆଗମନ କରିବେ । କୌଣସି ସୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ । ପାରିବାରିକ ଜୀବନ ଆନନ୍ଦ ଉଲ୍ଲାସ ମଧ୍ୟରେ କଟିବ ।
କନ୍ୟା– ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି । ମଜା ମଜଲିସ୍ ରେ ଦିନଟି କଟିବ । ସାଙ୍ଗଠନିକ କାର୍ଯରେ ନିଜକୁ ନିୟୋଜିତ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।
ତୁଳା–ମାନସିକ ଶାନ୍ତି ବ୍ୟାହତ ହେବ । ଅଯଥା କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । କୌଣସି ଅଜଣା ବ୍ୟକ୍ତି ସଂସ୍ପର୍ଶରେ ଆସି ଠକାମୀର ଶିକାର ହୋଇପାରନ୍ତି ।
ବିଛା– ମାନସିକ ସ୍ଥିତି ଅସ୍ଥିର ରହିବ । କର୍ମକ୍ଷେତ୍ରରେ ଉାଦସିନତା ଅନୁଭବ କରିବେ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ପାରିବାରିକ ଜୀବନରେ ବିବ୍ରତ ରହିବେ ।
ଧନୁ–ବିଭିନ୍ନ ସତ୍ରରୁ ଅର୍ଥ ଆଗମନ ହେବ । ଇଚ୍ଛା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ । ସାଙ୍ଗଠନିକ କାର୍ଯରେ ନେତୃତ୍ୱ ହାସଲ କରିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।
ମକର– ଆଜି ଆପଣଙ୍କର ଦିନଟି ବହୁତ ଭଲରେ କଟିବ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସାମାଜିକ କର୍ମ ପାଇଁ ତତ୍ପର ହୋଇଉଠିବେ ।
କୁମ୍ଭ– ଶାରିରୀକ ଅସୁସ୍ଥତା କାରଣରୁ ବିବ୍ରତ ରହିବେ । କର୍ମକ୍ଷେତ୍ରରେ ଚାପଗ୍ରସ୍ଥ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ପାରିବାରିକ ଜୀବନରେ ଶାନ୍ତି ବ୍ୟାହତ ରହିବ ।
ମୀନ– ପାରିବାରିକ ଜୀବନ ସୁଖ ଶାନ୍ତି କଟିବ । ସନ୍ତାନ ବର୍ଗଙ୍କୁ ନେଇ ଗର୍ବ ଅନୁଭବ କରିବେ । କର୍ମମୟ ଜୀବନରେ ସଫଳତା ଆଡକୁ ଅଗ୍ରସର ହେବେ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ।
ଜ୍ୟୋତିର୍ବିଦ ପ୍ର. ଗଜେନ୍ଦ୍ର କୁମାର ନାଥ
ଯୋଗଯୋଗ- ୯୮୬୧୨୭୧୫୫୭