ଘାରିଛି ରେକର୍ଡ ନିଶା: ହାତରେ ଚାଲିଲେ ଯୁବକ

1 min read

କିଛି ନୂଆ କରିବାର ଇଚ୍ଛା କରିଛି ଭିନ୍ନ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କାହିଁ କେତେ ପ୍ରୟାସ । କିନ୍ତୁ ସମସ୍ତଙ୍କ ଠାରୁ ଭିନ୍ନ କରିବାର ଇଚ୍ଛା କରି ରେକର୍ଡ କରିବାକୁ ଆଶା ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅସରଳ ପଞ୍ଚାୟତ ମାଗୁରା ଗାଁ ସୌଭାଗ୍ୟ ବରାଡ଼  । ବୟସ ମାତ୍ର ୨୦ ବର୍ଷ, ଦୀର୍ଘ ୨ବର୍ଷ ହେବ ସେ ଅଭ୍ୟାସ କରିଚାଲିଛନ୍ତି ହାତରେ ଚାଲିବାର  । ବର୍ତ୍ତମାନ ସୁଦ୍ଧା ୩୦୦ରୁ ଉର୍ଦ୍ଧ୍ୱ ବାଟ ହାତରେ ଚାଲି ରେକର୍ଡ କରସାରିଛନ୍ତି ସୌଭାଗ୍ୟ । ଆଗକୁ ଅଧିକ ବାଟ ଚାଲିବାର ଲକ୍ଷ୍ୟ ରହିଛନ୍ତି ସେ । କିନ୍ତୁ ବାଧକ ସାଜିଛି ପ୍ରୋତ୍ସାହନ ସହାୟତା ଆଉ କୋଚିଂ । ତଥାପି ଲକ୍ଷ୍ୟ ପଥରେ ସାଧନ ଜାରି ରହିଛନ୍ତି ସୌଭାଗ୍ୟ । ')}

Leave a Reply