ଫିଫା ବିଶ୍ୱକପ୍: ମୋରୋକ୍କୋର ଐତିହାସିକ ବିଜୟ, ବିଦା ହେଲା ପର୍ତ୍ତୁଗାଲ
1 min read
କତାର: ଫିଫା ବିଶ୍ୱ କପରୁ ବିଦା ହେଲା ପର୍ତ୍ତୁଗାଲ । ମୋରୋକ୍କୋର ହୋଇଛି ଐତିହାସିକ ବିଜୟ । ଆଜିର ରୋମାଞ୍ଚକ ମ୍ୟାଚରେ ପର୍ତ୍ତୁଗାଲକୁ ୧-୦ ଗୋଲରେ ହରାଇ ମୋରୋକ୍କୋ ସେମି ଅଭିମୁଖେ ଗସ୍ତ କରିଛି । ସେପଟେ ପର୍ତ୍ତୁଗାଲ ମ୍ୟାଚରୁ ବିଦା ହୋଇଛି । ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଏହି ଟିମ୍ ।