spot_img

Latest Posts

’ସୁଭଦ୍ରା’ ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ହଟହଟ୍ଟା: ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଚାଲିଥିବା ବେଳେ ସିଟ୍ ଛାଡ଼ି ଚାଲିଗଲେ ବହୁ ମହିଳା

ନୟାଗଡ଼: ନୟାଗଡ଼ରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହଟହଟ୍ଟା । ସୁଭଦ୍ରା କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଚାଲିଥିବା ବେଳେ ସରକାରଙ୍କ ମିଛ ପ୍ରତିଶୃତି ଏବଂ ଅବ୍ୟବସ୍ଥା ପାଇଁ ମହିଳା ମାନେ ସିଟ ଛାଡି ପଳାଇଥିଲେ । ଯାହା ଫଳରେ ଅସନ୍ତୋଷ ଦେଖାଯାଇଥିଲା, ଆୟୋଜିତ ଉତ୍ସବରେ କମ ସଂଖ୍ୟକ ମହିଳା ଯୋଗ ଦେବା ଏବଂ ସିଟ ଛାଡ଼ି ପଳେଇବା ପରେ ବିଜେପିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ନୟାଗଡର ବିଜେପି ନେତା ସନ୍ତୋଷ ପ୍ରଧାନ ଏବଂ ଅନ୍ୟମାନେ ପାଟିତୁଣ୍ଡ କରିଥିଲେ ।

Latest Posts

Don't Miss