ସୀମିତ ସଂଖ୍ୟକ ଦଇତାପତି ସେବାୟତଙ୍କ ଉପସ୍ଥିତରେ ଶ୍ରୀମନ୍ଦିରରେ ହେବ ସ୍ନାନଯାତ୍ରା
ପୁରୀ: କରୋନା ପାଇଁ ଏବେ ସାରା ଦେଶରେ ତାଲା ପଡ଼ିଛି । କରୋନାଠୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାକୁ ଅବଲମ୍ବନ କରୁଛି ପୁରା ଦେଶ । ଏହି ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସେଥିପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ ରଥଯାତ୍ରା ହେବକି ନାହିଁ ତାହା ସ୍ଥିର ହୋଇନାହିଁ। ତେବେ ଏହାରି ଭିତରେ ଏକ ଭଲ ଖବର ଆସି ପହଞ୍ଚିଛି । କରୋନା ସମୟରେ ଶ୍ରୀମନ୍ଦିର ଭିତରେ କରୋନା କଟକଣାରେ … Continue reading ସୀମିତ ସଂଖ୍ୟକ ଦଇତାପତି ସେବାୟତଙ୍କ ଉପସ୍ଥିତରେ ଶ୍ରୀମନ୍ଦିରରେ ହେବ ସ୍ନାନଯାତ୍ରା
Copy and paste this URL into your WordPress site to embed
Copy and paste this code into your site to embed