ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ

1 min read

ଭୁବନେଶ୍ବର: ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ I ହେୟାର ଷ୍ଟୁଡ଼ିଓ ମାଲିକଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା I ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିବା ନେଇ ଅଭିଯୋଗରେ ଉଲ୍ଲେଖ।

ସ୍ୱାମୀଙ୍କ ପରକୀୟା ପ୍ରୀତି ଧରା ପଡିବା ପରେ ପତ୍ନୀଙ୍କୁ ମାଡ଼ ମାରୁଥିବାର କଥା ସାମ୍ନାକୁ ଆସିଥିଲା I ପତ୍ନୀ ସାଇ ସଙ୍ଗୀତା ସ୍ବାଇଁ ଏଭଳି ଅଭିଯୋଗ ଆଣିଛନ୍ତି I ଗତ ଅଗଷ୍ଟ ୨୫ ତାରିଖରେ ପରକିୟା ପ୍ରିତି ଧରାପଡିବା ପରେ ପତ୍ନୀ ଥାନାର ଦ୍ବାରସ୍ଥ ହୋଇଛନ୍ତି।