କାହିଁକି ପୁରୀରେ ପୂଜା ପାଉଛନ୍ତି ବେଡି ହନୁମାନ ?

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରୀ ବେଡି ମହାବୀରଙ୍କ ଗାଥା ଶୁଣାଇଛନ୍ତି । ଶ୍ରୀକ୍ଷେତ୍ରବାସୀଙ୍କୁ ସମୁଦ୍ର କୋପରୁ ରକ୍ଷା କରୁଛନ୍ତି ହନୁମାନ । ଏକଦା ପୁରୀରେ ସମୁଦ୍ର ପାଣି ପଶି ଯାଇଥିଲା । ଲୋକେ ହନ୍ତସନ୍ତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣ ପଶିଲେ ।

ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କଥା କାହିଁକି ମନେ ପକାଇଲେ ବାଗଚୀ ?

ମହାପ୍ରଭୁ, ହନୁମାନଙ୍କୁ ଡକାଇ ତାଙ୍କୁ ପୁରୀର ସୁରକ୍ଷା ଦାୟିତ୍ୱ ଦେଇଥିଲେ । ସେ କଣ କରୁଥିଲେ ବୋଲି ପ୍ରଶ୍ନ କରିଥିଲେ । ହନୁମାନ କହିଲେ ସେ ଲଡୁ ଲୋଭରେ ଅଯୋଧ୍ୟା ପଳାଇଥିଲେ । ସେବେଠାରୁ ମହାପ୍ରଭୁ ହନୁମାନଙ୍କ ହାତରେ ଲଡୁ ଓ ହାତରେ ବେଡି ପକାଇରଖିଲେ । ହନୁମାନ ବେଡି ହନୁମାନ ଭାବେ ପୂଜା ପାଉଛନ୍ତି ।

କାହିଁକି ପୁରୀରେ ପୂଜା ପାଉଛନ୍ତି ବେଡି ହନୁମାନ ?

ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ଆଜି ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରୀ ବେଡି ମହାବୀରଙ୍କ ଗାଥା ଶୁଣାଇଛନ୍ତି । ଶ୍ରୀକ୍ଷେତ୍ରବାସୀଙ୍କୁ ସମୁଦ୍ର କୋପରୁ ରକ୍ଷା କରୁଛନ୍ତି ହନୁମାନ । #SubrotoBagchi #NandighoshaTV

Nandighosha TV यांनी वर पोस्ट केले सोमवार, १३ एप्रिल, २०२०

Leave a Reply