କେତେ ଭୟଙ୍କର ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର, ଯାହା ନେଲା ଇରଫାନ୍‌ଙ୍କ ଜୀବନ..

ବଲିଉଡ୍‌ର ଲୋକପ୍ରିୟ ଓ ଅଭିଜ୍ଞ ଅଭିନେତା ଇରଫାନ୍‌ ଖାନ୍‌ଙ୍କର ୫୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୁମ୍ବାଇ ସ୍ଥିତ କୋକିଲାବେନ୍‌ ହସ୍ପିଟାଲରେ ବୁଧବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୂ ହୋଇଛି । ସେ ଅନେକ ଦିନ ଧରି କ୍ୟାନ୍ସର ରୋଗରେ ପିଡ଼ୀତ ଥିଲେ । ମଙ୍ଗଳବାର ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା, ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କେଉଁ ରୋଗରେ ପିଡ଼ୀତ ଥିଲେ … Continue reading କେତେ ଭୟଙ୍କର ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର, ଯାହା ନେଲା ଇରଫାନ୍‌ଙ୍କ ଜୀବନ..