Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
July 17, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି, ଭୋକରେ ପୁରା ପରିବାର
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି, ଭୋକରେ ପୁରା ପରିବାର

May 29, 2025

ନନ୍ଦିଘୋଷ ବ୍ୟୁରୋ: ଦୁଇ ଦିନ ହେବ ଚୁଲି  ଜଳୁନି କି ପେଟକୁ ଦାନା ମୁଠେ ଯାଉନି । ଘର ଭିତରେ ଲହଡ଼ି ମାରୁଥିବା ବର୍ଷା ପାଣି ବୋହି ବୋହି ନୟାନ୍ତ ହେଲେଣି  ପୁରା ପରିବାର। ରାଜନୈତିକ ଚକ୍ରବ୍ୟୁହରେ ଫସିଥିବା ପରିବାର ପାଇଁ ଏବେ ଦାଉ ସାଧିଛି ଅଦିନିଆ ଲଘୁଚାପ ଜନିତ ବର୍ଷା । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ଖେରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖେରଙ୍ଗ ଗାଁରେ । ଚାନ୍ଦବାଲି ଅଞ୍ଚଳରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ବର୍ଷାଜଳ ନିଷ୍କାସନ ନହୋଇପାରି ଗାଁ ଦାଣ୍ଡରେ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି । ସେହିପରି ଖେରଙ୍ଗ ଗାଁର ବସନ୍ତ ମଲ୍ଲିକଙ୍କ ଘର ଏକ ତଳିଆ ସ୍ଥାନରେ ଅବସ୍ଥିତ । ସେହି ବାଟ ଦେଇ ଗାଁ ଯାକର ବର୍ଷା ପାଣି ନିଷ୍କାସିତ ହୋଇଥାଏ । ମାତ୍ର ଗାଁ ରେ ଥିବା ସରକାରୀ ଜାଗାକୁ କିଛି ମୁଷ୍ଟିମେୟ ଲୋକ ଅବରୋଧ କରିବା ଫଳରେ ବସନ୍ତ ମଲ୍ଲିକଙ୍କ ଘର ନିକଟରେ ଗାଁ ଯାକର ପାଣି ଜମିବା ସହ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି ।

କେବଳ ସେତିକି ନୁହେଁ ବସନ୍ତ ମଲ୍ଲିକଙ୍କ ଘରେ ଦୁଇ ଫୁଟର ପାଣି ଲହଡ଼ା ଖେଳୁଛି । ଦୀର୍ଘ ୨ବର୍ଷ ହେବ ଏହି ସମସ୍ୟା ଲାଗି ରହିଛି । ସମସ୍ୟାର ସମାଧାନ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ତହସିଲଦାରଙ୍କ ସହିତ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଆଭିଯୋଗ କରିଛନ୍ତି ବସନ୍ତ । ବର୍ଷା ଜଳ ନିଷ୍କାସନ ପାଇଁ ଅନେକ ବିକଳ୍ପ ଥିଲେ ମଧ୍ୟ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ସମାଧାନ ହୋଇ ପାରୁନି। ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ଚାନ୍ଦବାଲି ତହସିଲଦାର ଓ ଭାରପ୍ରାପ୍ତ ବିଡିଓ ।

Tags: chandabali Odisha water login

Continue Reading

Previous ଅପରାଧୀଙ୍କ ବାର୍ଥଡେ’ କେକ୍ କାଟିଲେ ଥାନାବାବୁ, ଭିଡିଓ ଭାଇରାଲ
Next ପାରିବାରିକ ବିବାଦରୁ ବିକ୍ରି : ଭୁବନରୁ ଉଦ୍ଧାର ହେଲା ଶିଶୁ

ଅଧିକ କାହାଣୀ

1 min read
  • ଓଡ଼ିଶା

ଚାନ୍ଦିପୁର ଆଇଟିଆରରୁ ଅଗ୍ନି-୧ ଓ ପୃଥ୍ବୀ-୨ର ସଫଳ ପରୀକ୍ଷଣ

July 17, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଓଡ଼ିଶା ବନ୍ଦରେ ହଟହଟା ରୋଗୀ ଓ ସାଧାରଣ ଜନତା

July 17, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

‘ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରଖିବ ବିଜେଡି’

July 17, 2025

Recent Posts

  • ଚାନ୍ଦିପୁର ଆଇଟିଆରରୁ ଅଗ୍ନି-୧ ଓ ପୃଥ୍ବୀ-୨ର ସଫଳ ପରୀକ୍ଷଣ
  • ବଢ଼ିଲା ରୁଷୀୟ ମହିଳା ଭିକ୍ଟୋରିଆ ବସୁ ଅଡୁଆ
  • ବିହାରରେ ପୁଣି ବିଗିଡ଼ିଲା ଆଇନଶୃଙ୍ଖଳା, ୧୭ ଦିନରେ ୪୬ ହତ୍ୟାକାଣ୍ଡ
  • ଓଡ଼ିଶା ବନ୍ଦରେ ହଟହଟା ରୋଗୀ ଓ ସାଧାରଣ ଜନତା
  • ‘ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରଖିବ ବିଜେଡି’
  • ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଘଟଣାରେ ଗ୍ରାଉଣ୍ଡ ଜିରୋରେ କ୍ରାଇମବ୍ରାଞ୍ଚ, ୫ ଜଣିଆ ଟିମର ଖୋଳତାଡ଼
  • ଅଟକିଲା ସାରା ଓଡ଼ିଶା, ଦୋକାନ ବଜାର ବନ୍ଦ, ଗଡିଲାନି ଚକ ଅଖ
  • ରାଜ୍ୟରେ ବର୍ଷା ଆଶଙ୍କା, କାଲି ପାଇଁ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ଏଫଏମ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା : ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି
  • ବାଲେଶ୍ବର ଛାତ୍ରୀ ମୃତ୍ୟୁ ମାମଲାରେ ଓଡ଼ିଶାରେ ଜଳିଲା ନିଆଁ, ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର ବନ୍ଦ
  • ଅସଦାଚରଣ ମାମଲାରେ ୪ ମାସ ପରେ କାର୍ଯ୍ୟାନୁଷ୍ଠାନ, ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଗିରଫ
  • ଦେହରେ ନିଆଁ ଲାଗି ମହିଳା ଗୁରୁତର, ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ଛାତ୍ରୀ ମୃତ୍ୟୁ ପରେ ସରକାରଙ୍କ ଭାଙ୍ଗିଲା ନିଦ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ସରକାରଙ୍କ ନିର୍ଦ୍ଦେଶ
  • ଅସମ୍ଭବ ହେଲା ସମ୍ଭବ, ଦୀର୍ଘ ୩୫ ବର୍ଷ ପରେ ଘରକୁ ଫେରିଲେ ଶ୍ୟାମସୁନ୍ଦର
  • ଅବ୍ୟବସ୍ଥା ଘେରରେ ବିଷ୍ଣୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଭଙ୍ଗା ଦଦରା ଘରେ ଚାଲିଛି ପିଲାଙ୍କ ପାଠପଢା
Tweets by NandighoshaTV

ନଜର ପକାନ୍ତୁ

1 min read
  • ଓଡ଼ିଶା

ଚାନ୍ଦିପୁର ଆଇଟିଆରରୁ ଅଗ୍ନି-୧ ଓ ପୃଥ୍ବୀ-୨ର ସଫଳ ପରୀକ୍ଷଣ

July 17, 2025
  • ଜାତୀୟ

ବଢ଼ିଲା ରୁଷୀୟ ମହିଳା ଭିକ୍ଟୋରିଆ ବସୁ ଅଡୁଆ

July 17, 2025
1 min read
  • ଜାତୀୟ

ବିହାରରେ ପୁଣି ବିଗିଡ଼ିଲା ଆଇନଶୃଙ୍ଖଳା, ୧୭ ଦିନରେ ୪୬ ହତ୍ୟାକାଣ୍ଡ

July 17, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଓଡ଼ିଶା ବନ୍ଦରେ ହଟହଟା ରୋଗୀ ଓ ସାଧାରଣ ଜନତା

July 17, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.