spot_img

Latest Posts

ଚିନ୍ମୟୀ ମୃତ୍ୟୁ ମାମଲା, ଆସିଲା ଡାଏଟମ ରିପୋର୍ଟ

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଡାଏଟମ ରିପୋର୍ଟ l ପାଣିରେ ବୁଡି ଚିନ୍ମୟୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି  l ପୋଷ୍ଟମର୍ଟମ ରିପୋର୍ଟରେ ସମାନ ତଥ୍ୟ ଉଲ୍ଲେଖ ରହିଥିଲା ।

ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଥିଲା  । ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ  ।

Latest Posts

Don't Miss