କିଏ ଗଢ଼ିବ ସରକାର ?

1 min read

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଚାଲିଛି । ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ହେଉଛି । ମତ ଗଣନା ପାଇଁ ୨୫ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେହିପରି ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି ।

ଗତ ୨୧ ତାରିଖରେ ୨ ରାଜ୍ୟରେ ଭୋଟ୍ ଗ୍ରହଣ ହୋଇଥିଲା । ମହାରାଷ୍ଟ୍ରରେ ୬୦.୪୬ ପ୍ରତିଶତ ଭୋଟର ମତଦାନ କରିଥିବା ବେଳେ ହରିୟାଣାରେ ମତ ସାବ୍ୟସ୍ତ କରିଥିଲେ ୬୫.୭୫ ପ୍ରତିଶତ ଭୋଟର ।

')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.