ଭିଜିଲାନ୍ସ ପଞ୍ଜାରେ ମାର୍କେଟିଂ ଇନ୍ସପେକ୍ଟର

ଭିଜିଲାନ୍ସ ପଞ୍ଜାରେ ମାର୍କେଟିଙ୍ଗ ଇନ୍ସପେକ୍ଟର । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କଳାହାଣ୍ଡି ଭିଜିଲାନ୍ସ ଟିମ । ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ ଜଣେ ବ୍ୟକ୍ତିଙ୍କ ଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିଲା କଳାହାଣ୍ଡି ଭିଜିଲାନ୍ସ ।