ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ASI
1 min read
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ASI । ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଚଢ଼ାଉ । ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାସଙ୍କ ବିରୋଧରେ ଥିଲା ଅଭିଯୋଗ । ୪ DSPଙ୍କ ନେତୃତ୍ୱରେ ୬ ଇନ୍ସପେକ୍ଟର କରିଛନ୍ତି ଚଢ଼ାଉ । ଏକାକାଳୀନ ୪ଟି ସ୍ଥାନରେ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି । ନୟାଗଡ଼ ସ୍ଥିତ ପୈତୃକ ଘର ଓ ଭଡା ଘରେ ଚଢାଉ କରାଯାଇଛି । ବାଲୁଗାଁରେ ଥିବା ଘର ଓ ଅଫିସ ପରିସରରେ ଛାପା ମାରୁଛି ଟିମ । ବାବୁଙ୍କ ବିରୋଧରେ ପଡିଥିଲା ଏକାଧିକ ପିଟିସନ ।