ବମିଖାଲ ଓ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ମିଳିଲା ବାହାର ରାଜ୍ୟର ଲିଙ୍କ୍‌: ସାମାଜିକ ସଂକ୍ରମଣ ହୋଇନଥିବା ଆଶା

ଭୁବନେଶ୍ୱର: ସୂର୍ଯ୍ୟନଗର ଓ ବମିଖାଲରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମିଲିଲା ବାହାର ରାଜ୍ୟର ଲିଙ୍କ୍‌ । ଏଥିସହିତ ରାଜ୍ୟରେ ସାମାଜିକ ସଂକ୍ରମଣ ହୋଇଥିବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ଥମିଯାଇଛି । ସୂର୍ଯ୍ୟନଗରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ପରିବାରର ଜଣେ ସଦସ୍ୟ ନିକଟ ଅତୀତରେ କଲିକତାକୁ ଯାଇଥିଲେ । ସେ ସେଠାରେ ୪ ଦିନ ରହିଥିଲେ । ତେବେ ଗତକାଲି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେହିପରି ଗତକାଲି ବମିଖାଲ … Continue reading ବମିଖାଲ ଓ ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ମିଳିଲା ବାହାର ରାଜ୍ୟର ଲିଙ୍କ୍‌: ସାମାଜିକ ସଂକ୍ରମଣ ହୋଇନଥିବା ଆଶା