ଅନୁଭବ-ବର୍ଷା ବିବାଦ: କଟକ ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନୁଭବ
1 min read
କଟକ: ଅନୁଭବ-ବର୍ଷା ପାରିବାରିକ ବିବାଦବ । କଟକ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି କଟକ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ବାରସ୍ଥ ହେଲେ ଅନୁଭବ । ଘରୋଇ ହିଂସା ଓ ଭରଣପୋଷଣ ନେଇ ମାମଲା କରିଛନ୍ତି ବର୍ଷା । ପରେ ଅନ୍ୟ ଘଟଣାଗୁଡିକୁ ମାମାଲାରେ ସଂଯୋଗ କରିବାକୁ ଆବେଦନ କରିଥିଲେ ବର୍ଷା । ବର୍ଷାଙ୍କ ଆବେଦନକୁ କୋର୍ଟ ଅନୁମତି ଦେଇଥିଲେ । ଏହା ବିରୋଧରେ ଅନୁଭବ କଟକ ଜିଲ୍ଲା ଜଜ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।