ନନ୍ଦିଘୋଷ ବ୍ୟୁରୋ : ଇରାନକୁ ଆମେରିକାର ଧମକ, ଟ୍ରମ୍ପଙ୍କ ଡେଡଲାଇନ, ସେହି ଧମକ ପ୍ରତି ଇରାନର ବେଖାତିର ମଧ୍ୟରେ ଆଉ ଏକ ନୂଆ ଅପଡେଟ୍ ଆସିଛି। ଉଭୟ ଦେଶ ମଧ୍ୟରେ ଭିତିରି ଆଲୋଚନା ଚାଲିଥିବା ଅନ୍ତର୍ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇଛି। ୪୫ ଦିନିଆ ଯୁଦ୍ଧ ବିରତି ପାଇଁ ଆଲୋଚନା ହୋଇଥିବା କୁହାଯାଉଛି।
ଇରାନ, ଆମେରିକା ଓ ମଧ୍ୟପ୍ରାଚ୍ୟର କେତେକ ଦେଶ ମଧ୍ୟରେ ଏହି ଆଲୋଚନା ହୋଇଥିବା ଜଣାପଡ଼ିଛି। ଯୁଦ୍ଧ ବନ୍ଦ ଦିଗରେ ଏହା ପ୍ରଥମ ପଦକ୍ଷେପ ହୋଇପାରେ।
୪୫ ଦିନିଆ ଯୁଦ୍ଧ ବିରତି ପାଇଁ ଆଲୋଚନା….

