ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲା । ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗାର ଦୋଷୀ ସାବ୍ୟସ୍ତ । ଆସନ୍ତା ୧୯ ତାରିଖରେ ରାୟ ଶୁଣାଇବେ ଦିଲ୍ଲୀ ତିସ୍ ହଜାରୀ କୋର୍ଟ ।

Leave a Reply