ବଜେଟ୍ ୨୦୨୦ LIVE, କିଛି ସମୟ ପରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
1 min readନୂଆଦିଲ୍ଲୀ: ବଜେଟ୍ ୨୦୨୦କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଆଉ କିଛି ସମୟ ପରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ନୂଆଦିଲ୍ଲୀ: କିଛି ସମୟ ପରେ ଆଗତ ହେବ ବଜେଟ୍ । ସଂସଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Delhi: Prime Minister Narendra Modi arrives at the Parliament, ahead of presentation of Union Budget 2020-21. #Budget2020 pic.twitter.com/0JhnBWCyMo
— ANI (@ANI) February 1, 2020
ନୂଆଦିଲ୍ଲୀ: ସଂସଦରେ ବଜେଟ୍ କପିର ଚାଲିଛି ଯାଞ୍ଚ । ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । କିଛି ସମୟ ପରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
Delhi: The printed copies of the Union Budget being checked by a sniffer dog as part of a security check ahead of the presentation of Budget at 11 am pic.twitter.com/1t9mOoIG1p
— ANI (@ANI) February 1, 2020
ନୂଆଦିଲ୍ଲୀ: ସଂସଦ ଭବନ ପରିସରରେ ପହଞ୍ଚିଲା ବଜେଟ୍ କପି ।
Delhi: The printed copies of the Union Budget 2020-21 have been brought to the Parliament pic.twitter.com/06Nb7Gl8Wn
— ANI (@ANI) February 1, 2020
ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପାଇଁ ସଂସଦ ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ନୂଆଦିଲ୍ଲୀ: ବଜେଟ୍ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ