ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ କରୋନା ପଜିଟିଭ୍, ପାକ୍ ଆର୍ମୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ମୁମ୍ବାଇ ଅଣ୍ଡରୱାର୍ଲଡର କୁଖ୍ୟାତ ଡନ୍ ଦାଉଦକୁ କରୋନା । ଦାଉଦ୍ କରୋନା ପଜିଟିଭ୍ ହୋଇଥିବା ଜଣା ପଡିବା ପରେ ତାର ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଅନ୍ୟ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି । କେବଳ ଦାଉଦ ନୁହେଁ,ତାର ପତ୍ନୀ ମଧ୍ୟ କରୋନା ସଂକ୍ରମିତ ବୋଲି ଜଣା ପଡିଛି । ଦାଉଦ୍ ଓ ତାର ପତ୍ନୀ ମହଜବିନ୍ ଏବେ କରାଚୀର ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ସୂଚନାଯୋଗ୍ୟ ଯେ,ପାକିସ୍ତାନରେ କ୍ରମାଗତ ଭାବେ କରୋନା … Continue reading ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ କରୋନା ପଜିଟିଭ୍, ପାକ୍ ଆର୍ମୀ ହସ୍ପିଟାଲରେ ଭର୍ତ୍ତି