ବିଲ୍ଡର୍ସଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ
କଟକ: ଦାଦାବଟିକୁ ରୋକିବା ଲାଗି ଉଦ୍ୟମ ଜୋରଦାର କରିଛି କମିଶନରେଟ୍ ପୋଲିସ । କଟକ ବିଲ୍ଡରଙ୍କ ଠାରୁ ୨୦ ଲକ୍ଷ ଦାଦାଵଟି ମାଗିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୨ଟି ବନ୍ଧୁକ ୨ରାଉଣ୍ଡ ଗୁଳି ଜବତ । ମାର୍କତ ନଗର ଥାନା ପୋଲିସ ଦ୍ଵାରା ଅଭିଯୁକ୍ତ ଦ୍ୱୟ ଗିରଫ ହୋଇଛନ୍ତି । ଜିତେନ୍ଦ୍ର ପରିଡ଼ା ଗୋବିନ୍ଦ ସାହୁ ଗିରଫ। ଜିତେନ୍ଦ୍ର ଜଣେ ପେଶାଦାର ଅପରାଧୀ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି … Continue reading ବିଲ୍ଡର୍ସଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed