ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ମଧ୍ୟରେ ୩ ନିଜାମୁଦ୍ଦିନ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ  ନିଜାମୁଦ୍ଦିନ ତବଲିଗି ମରକଜ ଫେରନ୍ତା ଅଛନ୍ତି । ସେଥିରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟଜଣେ ଯାଜପୁର ବ୍ରହ୍ମବରଦା ଅଞ୍ଚଳର ଏବଂ ଆଉ ଜଣେ ପୁରୀର ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ତବଲିଗି ଜମାତ ଯାଇଥିବା ଓଡ଼ିଆଙ୍କ ମଧ୍ୟରୁ ୩ ଚିହ୍ନଟ ଏଯାବତ୍ ନିଜାମୁଦ୍ଦିନରୁ ଫେରିଥିବା ୨୮ ଜଣଙ୍କୁ ସରକାର ଚିହ୍ନଟ କରିଛନ୍ତି । ସେମାନଙ୍କ ନମୁନା … Continue reading ରାଜ୍ୟରେ ୨୦ କରୋନା ସଂକ୍ରମିତଙ୍କ ମଧ୍ୟରେ ୩ ନିଜାମୁଦ୍ଦିନ ଫେରନ୍ତା