ରାଜନୀତିର ମହାରଥୀଙ୍କୁ କେବେ ଭୁଲି ହେବ ନାହିଁ, ମନେ ରହିବ ସେ ଅନ୍ଦାଜ

ଭୁବନେଶ୍ୱର: ବିବାଦୀୟ,ବିତର୍କିତ କିନ୍ତୁ ଲୋକପ୍ରିୟ । ରାଜନୀତିର ମାହିର ଖେଳାଳି କିନ୍ତୁ ବେପରବାୟ । ୪୦ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ଅନେକ ସଂକଟ ଆସିଥିଲା କିନ୍ତୁ ତାକୁ ମହାମେରୁ ଭଳି ସାମ୍ନା କରିଥିଲେ ମହାରଥୀ । ବିବାଦ ଓ ରାଜନୈତିକ ସଂକଟକୁ ନେଇ ମହାରଥୀଙ୍କ ଅଲଗା ଅନ୍ଦାଜ ଥିଲା । ବିଲକୁଲ ବେପରବାୟ । ଲୋକଙ୍କ ଭିତରୁ ଆସିଥିବା ମାଟିର ନେତା । ଲୋକଙ୍କ ସମର୍ଥନ ଥିଲା ତେଣୁ ଏହା କହିବାକୁ ସାହସ କରୁଥିଲେ,ସରି ନାହିଁ … Continue reading ରାଜନୀତିର ମହାରଥୀଙ୍କୁ କେବେ ଭୁଲି ହେବ ନାହିଁ, ମନେ ରହିବ ସେ ଅନ୍ଦାଜ