ଭୁବନେଶ୍ୱରରେ ଆରମ୍ଭ ହେଲା ଟ୍ରାଫିକ ନିୟନ୍ତ୍ରଣ ସେବା

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଟ୍ରାଫିକ ନିୟନ୍ତ୍ରଣ ସେବା । ଆଜି ବିଭିନ୍ନ ଛକରେ ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୋଲିସ ଡ୍ୟୁଟି ଆରମ୍ଭ କରିଛନ୍ତି । ଲକଡାଉନ ଘୋଷଣା ପରଠାରୁ ଟ୍ରାଫିକ ନିୟନ୍ତ୍ରଣ ସେବା ବନ୍ଦ ରହିଥିଲା ।
ଆଜି ରାଜଧାନୀର ପ୍ରମୁଖ ଛକମାନଙ୍କରେ ଏହା ଆରମ୍ଭ ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ପୂର୍ବଭଳି ସବୁ ଟ୍ରାଫିକ ଛକ କାର୍ଯ୍ୟ କରିବ । ଲକଡାଉନରେ ଟ୍ରାଫିକ କର୍ମଚାରୀ ବ୍ଲକିଂ କାମରେ ନିୟୋଜିତ ହୋଇଥିଲେ ।
କେନ୍ଦ୍ର ଜାରି କଲା ରେଡ୍ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…