ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ, ସୁଲୁସୁଲିଆ ପବନ ସହ ଧିରେ ଧିରେ ପ୍ରବେଶ କରୁଛି ଶୀତ

ଭୁବନେଶ୍ୱର: ଓଡିଶାରୁ ସମ୍ପୁର୍ଣ୍ଣ ଅପସରି ଗଲା ମୌସୁମୀ । ଧିରେ ଧିରେ ଶୀତ ପ୍ରବେଶ କରୁଛି । ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ । ଗତ ଦୁଇ ଦିନ ତଳେ ୮ ଜିଲ୍ଲାରୁ ମୌସୁମୀ ସଂପୂର୍ଣ୍ଣ ବିଦାୟ ନେଇସାରିଥିଲା । ଧୀରେ ଧୀରେ ରାଜ୍ୟ ରେ ଶୀତ ଅନୁଭବ ହେବାକୁ ଲାଗୁଛି । ଚଳିତ ବର୍ଷ ଜୁନ ପ୍ରଥମରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ୯୯ ପ୍ରତିଶତ ବର୍ଷା ହୋଇଛି । ଅନ୍ୟପଟେ ୧ ଜୁନରୁ ଅକ୍ଟୋବର … Continue reading ଓଡିଶାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି ମୌସୁମୀ, ସୁଲୁସୁଲିଆ ପବନ ସହ ଧିରେ ଧିରେ ପ୍ରବେଶ କରୁଛି ଶୀତ