ରାଜନୀତିରେ ଅନେକ ଲାଭ ପାଇବେ, ଲୋକସଂପର୍କ ମଧ୍ୟ ବୃଦ୍ଧି ହେବ

1 min read

 

ଆଜିର ପଞ୍ଚାଙ୍ଗ

ମେ ୭, ୨୦୨୦ ମସିହା, ମେଷ ୨୫ ଦିନ

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ବୁଦ୍ଧ ଜୟନ୍ତୀ, ବୈଶାଖ ୧୭ ଦିନ

ସ୍ୱାତୀ ତୁଳାରେ ଚନ୍ଦ୍ର ରହିବେ

ଘାତବାର- ତୁଳା ଓ କୁମ୍ଭ ରାଶିର

ଯୋଗିନୀ ରହିବେ ବାୟବ୍ୟ କୋଣରେ ଅପରାହ୍ନ ୪ଟା ୨୮ମିନିଟ୍‌ ପର୍ଯ୍ୟନ୍ତ

ଶୁଭ ସମୟ- ଯୋଗିନୀ ରହିବେ ବାୟବ୍ୟ କୋଣରେ ଅପରାହ୍ନ ୪ଟା ୨୮ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଯୋଗିନୀ ରହିବେ ବାୟବ୍ୟ କୋଣରେ ଅପରାହ୍ନ ୪ଟା ୨୮ମିନିଟ୍‌ ପର୍ଯ୍ୟନ୍ତ

ଆଜି ଆମିଷ, ପାଣି କଖାରୁ , ଖାଇବା ମନା

ମେଷ ରାଶି

ଅଶ୍ବିନୀ ମେଷ- ଅନ୍ୟମାନଙ୍କ ଠାରୁ ସାହାଯ୍ୟ, ସହଯୋଗ ମିଳିବାର ଯୋଗ

ଦ୍ବିଜା ମେଷ- ଦୁର ସ୍ଥାନରୁ କୈାଣସି ଶୁଭ ଖବର ପାଇବେ

କୃତ୍ତିକା ମେଷ- ବ୍ୟବସାୟରେ ଅଧିକ ଖର୍ଚ୍ଚ ଯୋଗୁଁ ଚିନ୍ତାରେ ରହିବେ

ମା’ଲକ୍ଷ୍ମୀଙ୍କୁ ଘିଅ ଦୀପ ଗୋଟିଏ ଅର୍ପଣ  କରନ୍ତୁ

ବୃଷ ରାଶି

କୃତ୍ତିକା- ପରିଶ୍ରମ କରିଲେ ମଧ୍ୟ କୈାଣସି ଲାଭ ମିଳିବ ନାହିଁ

ରୋହିଣୀ- ଅଯଥା ଚିନ୍ତା କରନ୍ତୁ ନାହିଁ, ଶରୀର ଖରାପ ହୋଇଯିବ

ମୃଗଶିରା-ଶରୀରରେ ଯନ୍ତ୍ରଣା ଯୋଗୁଁ ମନ ଅଶାନ୍ତି ରହିବ

କୈାଣସି ପଶୁଙ୍କୁ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା- ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବାର ଉପଯୁକ୍ତ ସମୟ ରହିବ

ଆର୍ଦ୍ରା ମିଥୁନ- ରାଜନୀତିରେ ଅନେକ ଲାଭ ପାଇବେ, ଲୋକସଂପର୍କ ମଧ୍ୟ ବୃଦ୍ଧି ହେବ

ପୁର୍ନବସୁ- ଶିକ୍ଷା କ୍ଷେତ୍ରରେ ବନ୍ଧୁଙ୍କର ସାହାଯ୍ୟ ପାଇବେ

ଶିବ ଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ

କର୍କଟ ରାଶି

ପୁର୍ନବସୁ- ପ୍ରଶାସନିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ଦିନ

ପୁଷ୍ୟ। କର୍କଟ- ସ୍ଥାନ ପରିବର୍ତ୍ତନ ପାଇଁ କିଛି ଖବର ପାଇବେ

ଅଶ୍ଲେଷା- ପରିବାର ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ନିଜ ବାପାଙ୍କୁ ସମ୍ମାନ ଦିଅନ୍ତୁ

ସିଂହ ରାଶି

ମଘା- ଆପଣଙ୍କର ସଜନତାକୁ ଅନ୍ୟମାନେ ପ୍ରଶଂସା କରିବେ

ପୂର୍ବାଫାଲଗୁନି- କୈାଣସି ଗୁପ୍ତ କଥା ପଡୋଶୀଙ୍କୁ କୁହନ୍ତୁ ନାହିଁ

ଉତ୍ତରାଫାଲ୍‌ଗୁନି- ପରିବାରର ସହଯୋଗ ପାଇବେ

ହନୁମାନ ଚାଳିଶା ପାଠ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- କଳା କ୍ଷେତ୍ରରେ ଅଧିକ ଉନ୍ନତି ହେବ,ପରିଶ୍ରମ କରିଚାଲନ୍ତୁ

ହସ୍ତା କନ୍ୟା- କୈାଣସି ଜଳାଶୟ ନିକଟକୁ ଯାଆନ୍ତୁ ନାହିଁ, ବିପଦ ରହିଛି

ଚିତ୍ରା କନ୍ୟା- ସଙ୍ଗୀତ କ୍ଷେତ୍ରରେ ରହିଥିଲେ ଅନେକ ପ୍ରଶଂସା ପାଇବେ

ଅଶ୍ବତ୍ଥ ବୃକ୍ଷକୁ ପୂଜା କରନ୍ତୁ ଗ୍ରହ ଶାନ୍ତି ମିଳିବ

ତୁଳା ରାଶି

ଚିତ୍ରା- ମନ ଖୁସି ରହିବା ଯୋଗୁଁ ସବୁ କାମ ଆରାମରେ ହୋଇଯିବ

ସ୍ବାତୀ ନକ୍ଷତ୍ର- ବରିଷ୍ଠମାନଙ୍କର ସହଯୋଗ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବ

ବିଶାଖା ନକ୍ଷତ୍ର- ଯାହା ବି ଦାୟିତ୍ବ ମିଳିବ ତାହାକୁ ସାଦରେ ଗ୍ରହଣ କରନ୍ତୁ

ସ୍ନ।ନ ସମୟରେ ଗଙ୍ଗାଦେବୀଙ୍କୁ ସ୍ମରଣ କରନ୍ତୁ

ବିଛା ରାଶି

ବିଶାଖା- କୈାଣସି ଖାସ୍‌ ବ୍ୟକ୍ତିଙ୍କ ଦ୍ଵାରା ପରିଚାଳିତ ହୋଇପାରନ୍ତି

ଅନୁରାଧା- ନିଜର ସକରାତ୍ମକ ଚିନ୍ତାଧାରା ଯୋଗୁଁ ଅନ୍ୟମାନେ ଆକୃଷ୍ଟ ହେବେ

ଜ୍ୟେଷ୍ଠା- କୈାଣସି ଗୋଟିଏ କାମ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ

ନଦୀ ଜଳରେ କିଛି ରାଶି ବିସର୍ଜନ କରି ଦିଅନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ସବୁ କାମ ବିଳମ୍ବରେ ହୋଇଯିବ, ଧୈର୍ଯ୍ୟ ରଖନ୍ତୁ

ପୂର୍ବାଷାଢା- ପ୍ରତି କାମରେ କଠିନ ସମସ୍ୟାର ସମ୍ମୁଖୀନ ହେବେ

ଉତ୍ତରାଷାଢା-ଶାରିରୀକ ପରିଶ୍ରମ ପ୍ରତି ଧ୍ୟାନ ଦିଅନ୍ତୁ

ଦୁର୍ଗାଙ୍କର ସ୍ତୋତ୍ର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା- ଅଯଥା ବାଦ ବିବାଦରେ ରହିବେ , ଚୁପ ରହିବା ଭଲ ହେବ

ଶ୍ରବଣା- ଶରୀର ଖରାପ ରହିପାରେ, ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ଧନିଷ୍ଠା- ଅନ୍ୟ କାହାର କଥାରେ ପରିଚାଳିତ ହୁଅନ୍ତୁ ନାହିଁ

ମହାଦେବଙ୍କୁ କଦଳୀ ଭୋଗ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ନିଜ ବିଚାରକୁ ନେଇ ଝଗଡା ହୋଇପାରେ

ଶତଭିଷା- ଅଚାନକ ଧନଲାଭ ହୋଇପାରେ, ଧର୍ମ କାର୍ଯ୍ୟରେ ମନ ଦେବେ

ପୂର୍ବଭାଦ୍ରପଦ- କୈାଣସି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ବଢିବ

ମା’ଦୁର୍ଗାଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- କିଛି ନୂଆ ଯୋଜନା କରିପାରନ୍ତି

ଉତ୍ତରଭାଦ୍ରପଦ- ଦାମ୍ପତ୍ୟ ଜୀବନ ସୁଖମୟ ରହିବ

ରେବତୀ- ହିଂସା ଆଚରଣ କରୁଥିବା ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ

କୈାଣସି  ଅସହାୟ ମୃହିଳାଙ୍କୁ ଭୋଜନ ଦାନ କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ-7008954311

 

 

 

 

Leave a Reply