ପରିବାର ମଧ୍ୟରେ ମତାନ୍ତର ଦେଖାଦେବ…ଆର୍ଥିକ ଚିନ୍ତା ଦୁର ହେବ

1 min read

ଆଜି ହେଉଛି ୨୩ ଏପ୍ରିଲ୍‌, ୨୦୨୦ ମସିହା, ମେଷ ୧୧ ଦିନ

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ବୈଶାଖ ମାସ, ଶୁକ୍ଳପକ୍ଷ,ପ୍ରତିପଦା ତିଥି

ଗୁରୁବାର, ଅଶ୍ୱିନୀ ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଯୋଗିନୀ ପୂର୍ବ ଦିଗରେ ରହୁଥିବାରୁ ପୂର୍ବ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ମେଷ ରାଶିର

ଘାତବାର- ତୁଳା ଓ କୁମ୍ଭ ରାଶିର

ଶୁଭ ସମୟ- ଦିନ ୮ଟା ଠାରୁ ଦିନ ୧୧ଟା ୩୫ ମିନିଟ୍‌ ପର୍ଯ୍ୟନ୍ତ

ଦିନ ୩ଟା ଠାରୁ ସନ୍ଧ୍ୟା ୬ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୧ଟା ୩୦ ମିନିଟ୍‌ ଠାରୁ ଦିନ ୩ଟା ପର୍ଯ୍ୟନ୍ତ

ଆଜି ପାଣି କଖାରୁ ଖାଇବା ନିଷେଧ

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର-ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିବ

ଦ୍ବିଜା ନକ୍ଷତ୍ର- ପାରିବାରିକ ଶାନ୍ତି ଓ ସରକାରୀ ପୂର୍ଣ୍ଣ ସହଯୋଗ ମିଳିବ

କୃତ୍ତିକାନକ୍ଷତ୍ର- ଦୁର ସ୍ଥାନରୁ ଶୁଭ ଖବର ପାଇବେ,ଆର୍ଥିକ ସାହାଯ୍ୟ ମିଳିବ

ଶ୍ରୀହନୁମାନଙ୍କୁ ଦର୍ଶନ କରି ଚାଳିଶା ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ସମସ୍ତ ଦିଗରୁ ଦିନଟି ଭଲ ରହିବ

ରୋହିଣୀ ନକ୍ଷତ୍ର- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ

ମୃଗଶିରା- ପରୋପକାର କାର୍ଯ୍ୟ କରି ପ୍ରଶଂସିତ ହେବେ

ମା’ଦୁର୍ଗାଙ୍କୁ ୩ଟି ଲାଲ ଫୁଲ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଜନ ସେବାରେ ସମୟ କାଟିବେ, ଆଶା ପୂରଣ ହେବ

ଆର୍ଦ୍ରା ନକ୍ଷତ୍ର- ପରିବାର ମଧ୍ୟରେ ମତାନ୍ତର ଦେଖାଦେବ

ପୁନର୍ବସୁ ନକ୍ଷତ୍ର- ପାରିବାରିକ ସଂପର୍କ ନିବିଡ ହେବ

ମହାଦେବଙ୍କୁ ୨୧ଟି ବେଲ ପତ୍ର ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ଧାର୍ମିକ କାର୍ଯ୍ୟରେ ସମୟ କାଟିବେ,ଜନସଂପର୍କ ବଢିବ

ପୁଷ୍ୟ। ନକ୍ଷତ୍ର- ଶରୀର ପ୍ରତି ବିପଦ ରହିଛି,ଜଗିରଖି ଚଳନ୍ତୁ

ଅଶ୍ଲେଷା ନକ୍ଷତ୍ର- ଆର୍ଥିକ ଚିନ୍ତା ଦୁର ହେବ, ପରିବାରରେ ସମୟ ଦେବେ

ଗାୟତ୍ରୀ ମନ୍ତ୍ର ୧୧ ଥର ପାଠ କରନ୍ତୁ

 ସିଂହ ରାଶି

ମଘାନକ୍ଷତ୍ର- ପେଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି, ମସଲା ଖାଦ୍ୟଠାରୁ ଦୁରରେ ରୁହନ୍ତୁ

ପୂର୍ବା ଫାଲଗୁନୀ ନକ୍ଷତ୍ର- ନିଜର ଲକ୍ଷ ହାସଲ କରିବାରେ ସକ୍ଷମ ହେବେ

ଉତ୍ତରା ଫାଲଗୁନୀ ନକ୍ଷତ୍ର-ଲୋକ କଲ୍ୟାଣ କାର୍ଯ୍ୟରେ ସାମିଲ ହେବେ

ବିଷ୍ଣୁ ସହସ୍ରନାମ ଶ୍ରବଣ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ପରିବାରରେ ଥିବା ମନୋମାଳିନ୍ୟ ସବୁ ଦୁର ହୋଇଯିବ

ହସ୍ତା ନକ୍ଷତ୍ର- ନିଜର କୈାଣସି ଭୁଲ୍‌ ପାଇଁ ଅନୁତାପ କରିବେ

ଚିତ୍ରା ନକ୍ଷତ୍ର- ନିଜ ଚେଷ୍ଟାରେ ସଫଳ ହେବେ,ପରିବାରରେ ଏକତା ରହିବ

ମା’ମଙ୍ଗଳାଙ୍କ ନିକଟରେ ଲେମ୍ବୁ ଓ ସିନ୍ଦୁର ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ପୂଜା ପାଠରେ ସମୟ କାଟିବେ, ମାନସିକ ଶାନ୍ତି ମିଳିବ

ସ୍ୱାତୀ ନକ୍ଷତ୍ର- ସ୍ୱାସ୍ଥ୍ୟ ପ୍ରତି ବିପଦ ରହୁଥିବାରୁ ଘରୁ ବାହାରନ୍ତୁ ନାହିଁ

ବିଶାଖା ନକ୍ଷତ୍ର- ଦୁର ସ୍ଥାନରୁ ଶୁଭ ଖବର ପାଇବେ

ଓଁ ଗଂଗଣପତୟେ ନମଃ ମନ୍ତ୍ରକୁ ୧୧ ଥର ପାଠ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ସମସ୍ତ ଦିଗରୁ ଦିନଟି ଭଲରେ କଟିବ

ଅନୁରାଧା ନକ୍ଷତ୍ର- ଆକସ୍ମିକ ଦୁର୍ଘଟଣାର ଭୟ ରହିଛି, ସତର୍କରେ କାର୍ଯ୍ୟ କରନ୍ତୁ

ଜ୍ୟେଷ୍ଠା ନକ୍ଷତ୍ର- ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ

ପଶୁ,ପକ୍ଷୀଙ୍କୁ କିଛି ଖାଦ୍ୟ ଦିଅନ୍ତୁ

ଧନୁ ରାଶି

ମୂଳାନକ୍ଷତ୍ର- ଅର୍ଥକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ

ପୂର୍ବାଷାଢା ନକ୍ଷତ୍ର- ପୂର୍ବରୁ ଥିବା ପାରିବାରିକ ସମସ୍ୟାର ସମାଧାନ ହେବ

ଉତ୍ତରାଷାଢା ନକ୍ଷତ୍ର- ବିଶ୍ବସ୍ଥ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମିଳିବ

ଓଁ ବିଘ୍ନଶ୍ୱରାୟ ନମଃ ମନ୍ତ୍ରକୁ ୨୧ ଥର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ଗୁରୁଜନଙ୍କ କଥା ମାନି ଚଳିବାକୁ ହେବ

ଶ୍ରବଣା ନକ୍ଷତ୍ର- ଆର୍ଥିକ ସଂକଟରେ ପଡିପାରନ୍ତି, ଜଗି ରଖି ଚଳନ୍ତୁ

ଧନିଷ୍ଠା ନକ୍ଷତ୍ର- ଭବିଷ୍ୟତ ଜୀବନ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନେଇପାରନ୍ତି

ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ଚିନ୍ତା ମୁକ୍ତ ହେବେ,କାର୍ଯ୍ୟରେ ସଫଳତା ପାଇବେ

ଶତଭିଷା ନକ୍ଷତ୍ର- ଶରୀର ପ୍ରତି ବିପଦ ଥିବାରୁ ଘରୁ ବାହାରନ୍ତୁ ନାହିଁ

ପୂର୍ବାଭାଦ୍ରପଦ ନକ୍ଷତ୍ର- କାର୍ଯ୍ୟ ଦକ୍ଷତା ବୃଦ୍ଦି ପାଇବ,ବନ୍ଧୁଙ୍କ ପରାମର୍ଶ ସଫଳତା ଆଣିଦେବ

ଗାୟତ୍ରୀ ମନ୍ତ୍ର ୧୦ ଥର ପାଠ କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର- ଧାର୍ମିକ ପରିବେଶ ମଧ୍ୟରେ ସମୟ କାଟିବେ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ସ୍ୱାସ୍ଥ୍ୟ ଖରାପ ହେବାର ଯୋଗ ରହିଛି

ରେବତୀ ନକ୍ଷତ୍ର- ନିଜର ଉଦ୍ୟମରେ ସଫଳ ହେବେ

ବୁଲା ଷଣ୍ଡକୁ କିଛି କଦଳୀ ଦିଅନ୍ତୁ

ଜ୍ୟୋତିବିଦ୍‌ ଡ. ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

 

 

 

 

 

 

Leave a Reply

ନଜର ପକାନ୍ତୁ