ବହୁ ଦିନର ପ୍ରତିକ୍ଷାର ଅନ୍ତ ହେବ, ବଡ଼ କାର୍ଯ୍ୟରେ ସଫଳତା ହାସଲ କରିବେ

1 min read

ମେଷ 
ଅଶ୍ୱିନୀ ନକ୍ଷତ୍ର : କର୍ମକ୍ଷେତ୍ରରେ ଉର୍ଣ୍ଣତି, ଆର୍ଥିକ ସହାୟତା ଓ ଲୋକସଂପର୍କ ବୃଦ୍ଧି ହେବ ।

ଦ୍ୱିଜା ନକ୍ଷତ୍ର : ଯୋଜନାରେ ସଫଳ ହେବେ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ॥

କୃତ୍ତିକା ନକ୍ଷତ୍ର: ଯଶ କିର୍ତ୍ତି ସମ୍ମାନ, ଅର୍ଥ, ସାମାଜିକ ପ୍ରତିଷ୍ଠା ଏବଂ ଧର୍ମଭାବ ପ୍ରାପ୍ତ ଯୋଗ ରହିଛି ॥

ଶୁଭ ରଙ୍ଗ – ଧଳା
ହନୁମାନ ଭଗବାନଙ୍କୁ ଦର୍ଶନ କରନ୍ତୁ॥

ବୃଷ –
କୃତ୍ତିକା ନକ୍ଷତ୍ର : ଉପର ହାକିମଙ୍କର କୃପା ଏବଂ ଅର୍ଥବଳ ଦୃଢ ରହିବ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ॥

ରୋହିଣି ନକ୍ଷତ୍ର: ଶୁଭକାର୍ଯ୍ୟରେ ବ୍ୟୟ, ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ॥

ମୃଗଶିରା ନକ୍ଷତ୍ର: ବନ୍ଧୁବର୍ଗରେ ସାହାଯ୍ୟ ସହଯୋଗ ମିଳିବ, ଧନଲାଭ ହେବ ॥

ଶୁଭ ରଙ୍ଗ – ହଳଦିଆ
ଲକ୍ଷ୍ମୀ ମା’ଙ୍କର ଦର୍ଶନ ଓ ସିନ୍ଦୁର ଧାରଣ କରନ୍ତୁ॥

ମିଥିନ 
ମୃଗଶିରା ନକ୍ଷତ୍ର : ବହୁଦିନର ପ୍ରତିକ୍ଷିତ ଏକ ବଡ କାର୍ଯ୍ୟରେ ସଫଳତା, ଭୋଗ ବିଳାସ ପ୍ରାପ୍ତି ଯୋଗ ରହିଛି ॥

ଆଦ୍ରା ନକ୍ଷତ୍ର: ମାନସମ୍ମାନ ଲାଭ, ଆର୍ଥିକ ସଫଳତା ଓ ନୂତନ ଗୃହନିର୍ମାଣ ର ସୂଯୋଗ ମିଳିବ ॥

ପୂନର୍ବସୁ ନକ୍ଷତ୍ର: ସୁ-ବିଚାର ସହିତ କର୍ମକ୍ଷେତ୍ରରେ ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ ॥

ଶୁଭ ରଙ୍ଗ – ସୁନେଲି
ଓଁ ନମଃ ଶିବାୟ ୧୦୮ ଥର ଜପ କରନ୍ତୁ॥

କର୍କଟ –
ପୂନର୍ବସୁ ନକ୍ଷତ୍ର : ମାଲିମକୋଦ୍ଦମାରେ ଜୟ ଓ ଅର୍ଥପ୍ରାପ୍ତିର ସୁଚନା ରହିଛି ॥

ପୂଷ୍ୟା ନକ୍ଷତ୍ର : ବ୍ୟବସାୟ ସହଯୋଗୀ ଓ ଜୀବନସାଥି ସହ ମତାନ୍ତର ଯୋଗ ରହିବ॥

ଅଶ୍ଲେଷା ନକ୍ଷତ୍ର : ବୃଥା କାରଣରୁ ଏବଂ ଗୁପ୍ତଶତ୍ରୁ ହେତୁ କୌଣସି ବଡ ଅସଫଳତାର ଦୁର୍ଯୋଗ ପ୍ରାପ୍ତି ହେବ॥

ଶୁଭ ରଙ୍ଗ – କମଳା
କଳାଜିବଙ୍କୁ ଖାଦ୍ୟ ଓ ଦିବ୍ୟାଙ୍ଗଙ୍କୁ କଳା ଛତା ଦାନ କରନ୍ତୁ॥

ସିଂହ –
ମଘା ନକ୍ଷତ୍ର : ଭାଗ୍ୟଦେବୀ ଆପଣଙ୍କ ଉପରେ ସଦୟ ରହିବେ, କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ॥

ପୂର୍ବାଫାଲଗୁନି ନକ୍ଷତ୍ର : ପ୍ରତି କ୍ଷେତ୍ରରେ ନିରବ ରୁହନ୍ତୁ, କର୍ମକ୍ଷେତ୍ରରେ ଅଡୁଆ ସୃଷ୍ଟି କରିପାରେ ସତର୍କ ରହିବେ॥

ଉତ୍ତରାଫାଲଗୁନୀ ନକ୍ଷତ୍ର : ଭୂସମ୍ପତ୍ତି ଓ ନିଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ, କର୍ମକ୍ଷେତ୍ରରେ ଶୁଭତ୍ୱ ଅନୁଭୁତ ହେବ ॥

ଶୁଭ ରଙ୍ଗ – ଧଳା
ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ ଓ କଳାଜିବଙ୍କୁ ଖାଇବାକୁ ଦିଅନ୍ତୁ॥

କନ୍ୟା –
ଉତ୍ତରାଫାଲଗୁନୀ ନକ୍ଷତ୍ର : ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ ମିଳିବ ଓ ଯଶସମ୍ମାନ ପ୍ରାପ୍ତି ହେବ॥

ହସ୍ତା ନକ୍ଷତ୍ର : ଆଜି ପ୍ରତିକୂଳ ସମୟ ସ୍ରୋତ ସହ ଖାପଖୁଆଇ ନଚାଲିଲେ ଯୋଜନାରେ ହାରିଯାଇ ପାରନ୍ତି ॥

ଚିତ୍ରା ନକ୍ଷତ୍ର : ମନୋବଳ ସକାରାତ୍ମକ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ॥

ଶୁଭ ରଙ୍ଗ – ଲାଲ
ତୁଳସିଚଉରା ମୂଳରେ ଜଳରେ ଗଙ୍ଗାଜଳ ମିଶାଇ ଅର୍ପଣ କରନ୍ତୁ ॥

ତୁଳା –
ଚିତ୍ରା ନକ୍ଷତ୍ର : ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପୀଡ଼ା ଯୋଗ ରହିବ॥

ସ୍ୱାତୀ ନକ୍ଷତ୍ର : କର୍ମକ୍ଷେତ୍ରରେ କର୍ମଚାପ ସହିତ କିଛି ଭୁଲବୁଝାମଣାର ସୁଚନା ରହିଛି, ଆଥିକ ଅବନତି ହର॥

ବିଶାଖା ନକ୍ଷତ୍ର: ଭ୍ରମଣ କଷ୍ଟ, ଶରୀରପୀଡ଼ା ମାତ୍ର ଆଥିକ ସ୍ୱଚ୍ଛଳତା ସହିତ ଯୌଥ ବ୍ୟବସାୟରେ ଉର୍ଣ୍ଣତି ॥

ଶୁଭ ରଙ୍ଗ – ସବୁଜ
ସନୁଜ ରଙ୍ଗର ବସ୍ତ୍ର କୌଣସି କିନ୍ନରଙ୍କୁ ଦାନ କରନ୍ତୁ॥

ବିଛା –
ବିଶାଖା ନକ୍ଷତ୍ର : କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚାପ ରହିବ ॥

ଅନୁରାଧା ନକ୍ଷତ୍ର : ସୂଖଶାନ୍ତି ପ୍ରାପ୍ତି, ଆଥିକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିଛି ॥

ଜ୍ୟେଷ୍ଠା ନକ୍ଷତ୍ର :  ସମାଜକଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ, ଯୋଜନାରେ ଆଶାତିତ ଫଳ ମିଳିବ ॥

ଶୁଭ ରଙ୍ଗ – ଧଳା
କିଛି ମୁଗଡାଲି ଦାନ କରନ୍ତୁ ଓ ଭୋକିଲାକୁ ପେଟପୁରା ଖାଇବାକୁ ଦିଅନ୍ତୁ ॥

ଧନୁ ରାଶି –
ମୂଳା ନକ୍ଷତ୍ର: ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ, ଆର୍ଥିକ ଉର୍ଣ୍ଣତି ପରିଲିକ୍ଷିତ ହେବ ॥

ପୂର୍ବଷାଢା ନକ୍ଷତ୍ର : ଜୀବନସାଥି ସହ କିମ୍ବା କୁଟୁମ୍ବରେ, ମତାନ୍ତର ଓ ଅଯଥା ଅର୍ଥବ୍ୟୟ ହେବ

ଉତ୍ତରାଷାଢା ନକ୍ଷତ୍ର :
ରାଜକୀୟ ସମ୍ମାନ ସହିତ ଆର୍ଥିକ ସହାୟତା ପ୍ରାପ୍ତ ହେବ॥

ଶୁଭ ରଙ୍ଗ – ଧଳା ରଙ୍ଗ
ପଶ୍ଚମ ଦିଗକୁ ମୁଖକରି ୨୭ଥର ଓଁ ଶଂ ଶନିଶ୍ଚରାୟ ନମଃ ଜପ କରନ୍ତୁ ॥

ମକର ରାଶି –
ଉତ୍ତରାଷାଢା ନକ୍ଷତ୍ର: ଯୌଥ ବ୍ୟବସାୟରେ ମତାନ୍ତର, ଚାକିରିରେ ସ୍ଥାନାନ୍ତର ର ସୂଚନା ॥

ଶ୍ରବଣା ନକ୍ଷତ୍ର: ବନ୍ଧୁବର୍ଗରେ ସାହାଯ୍ୟ ମିଳିବ,ଉଦ୍ୟମ ସିଦ୍ଧି ହେବ॥

ଧନିଷ୍ଠା ନକ୍ଷତ୍ର: ବନ୍ଧୁପରିଜନ ଙ୍କର ସହଯୋଗରେ ଭବିଷ୍ୟତରେ ଶୁଭକର୍ମର ସୁଚନା ଷୃଷ୍ଟି ହେବ, ଜମିଜମା ସମ୍ବନ୍ଧିୟ ଶୁଭଫଳ ମିଳିବ॥

ଶୁଭ ରଙ୍ଗ – ଧଳା ରଙ୍ଗ
୭ଟି ଲାଲ ମନ୍ଦାର ଦେବୀ ମନ୍ଦିରରେ ଅର୍ପଣ କରନ୍ତୁ ଅଟକି ଥିବା କାମ ହୋଇଯିବ॥

କୁମ୍ଭ ରାଶି –
ଧନିଷ୍ଠା ନକ୍ଷତ୍ର: ସର୍ବବିଧ ସୁବିଧା ସୁଯୋଗ, ଲାଭ ଓ ପ୍ରତିଷ୍ଠା ମିଳିବ ॥

ଶତଭିଷା ନକ୍ଷତ୍ର :  କର୍ମକ୍ଷେତ୍ରରେ ବାଧା, ଶରୀର ପିଡା ଓ କର୍ମଚାପ ରହିବ ॥

ପୂର୍ବଭାଦ୍ର ନକ୍ଷତ୍ର : ବନ୍ଧୁମୀଳନ, ଦୁରଭ୍ରମଣ, ଯାନବାହାନ ଆଦି ଦ୍ରବ୍ୟ ଲାଭ ॥

ଶୁଭ ରଙ୍ଗ – ଧଳା
ହଳଦିଆ ରଙ୍ଗର ବସ୍ତ୍ର ଏବଂ ମିଠାଖାଦ୍ୟ ଦାନ କରନ୍ତୁ ॥

ମୀନ ରାଶି –
ପୂୃର୍ବଭାଦ୍ର ନକ୍ଷତ୍ର: ଜିବନସାଥିର ସ୍ୱାସ୍ଥ୍ୟ ପୀଡ଼ା, ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର, ବ୍ୟୟ ବୃଦ୍ଧି ॥

ଉତ୍ତରଭାଦ୍ର ନକ୍ଷତ୍ର: ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି, ଆର୍ଥିକ ଲାଭର ସୂଚନା ରହିବ ॥

ରେବତୀ ନକ୍ଷତ୍ର : ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ ॥
ଶୁଭ ରଙ୍ଗ: ହଳଦିଆ
ଗାୟତ୍ରୀ ମନ୍ତ୍ର ୨୭ଥର ଜପ କରନ୍ତୁ॥

 

ଗର୍ଗ ଜ୍ୟୋତିଷ
                                                                                                                                              ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

Leave a Reply