ଆଜି ଏହି ରାଶିର ଲୋକଙ୍କ ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ହେବ ଦୂର

1 min read

ଆଜିର ପଞ୍ଚାଙ୍ଗ:

୯ ନଭେମ୍ବର,୨୦୨୦, ସୋମବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

କାର୍ତ୍ତିକ ମାସ,କୃଷ୍ଣପକ୍ଷ, ନବମୀ ତିଥି,

ସକାଳ ୮ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଅଶ୍ଲେଷା

ଏହା ପରେ ମଘା ନକ୍ଷତ୍ର,

ସିଂହରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଘାତଚନ୍ଦ୍ର- କର୍କଟ,ମକର ରାଶି ପାଇଁ

ଘାତ ବାର- ମିଥୁନ ରାଶି ପାଇଁ

ଯୋଗିନୀ ପୂର୍ବ ଦିଗରେ ରହୁଥିବାରୁ

ଏହି ଦିଗକୁ ଯାତ୍ରା ନିଷେଧ

– ଶୁଭ ସମୟ –

ସକାଳ ୮ଟା ୩୫ ମିନିଟ୍ ଠାରୁ ଦିନ ୧୧ଟା ୪୦ ମିନିଟ୍

ଦିନ ୨ଟା ୫୨ ମିନିଟ୍ ଠାରୁ ସନ୍ଧ୍ୟା ୫ଟା ୦୭ ମିନିଟ୍

– ଅଶୁଭ ସମୟ –

ସକାଳ ୭ଟା ଠାରୁ ସକାଳ ୮ଟା ୩୦ ମିନିଟ୍

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ସଫଲତା ମିଳିବ, ସ୍ୱାସ୍ଥ୍ୟରେ ସୁଧାର ଆସିବ

ଦ୍ୱିଜା ନକ୍ଷତ୍ର – ପରିବାରକୁ ନେଇ ଖୁସି ଅନୁଭବ କରିବେ, ଶତ୍ରୁମାନେ ପରାଜିତ ହେବେ

କୃତ୍ତିକା ନକ୍ଷତ୍ର – ମାନସିକ ଚିନ୍ତା ଦୁର ହେବ, ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ପାଇବେ

ରାମରକ୍ଷାସ୍ତୋତ୍ର ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ବନ୍ଧୁଙ୍କର ସହଯୋଗ ମିଳିବ, ନିଜ କାମକୁ ନେଇ ଖୁସି ଅନୁଭବ କରିବେ

ରୋହିଣି ନକ୍ଷତ୍ର – ଅଟକି ଥିବା କାମ ତ୍ୱାରାନ୍ୱିତ ହେବ

ମୃଗଶିରା ନକ୍ଷତ୍ର – କର୍ମ ଓ ବ୍ୟବସାୟରେ ଆଶାଜନକ ସଫଳତା ମିଳିବ

ଗଣେଶ ଭଗବାନଙ୍କୁ ୧୧ କେରା ଦୁର୍ବା ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ପ୍ରତୀକ୍ଷାର ଅନ୍ତ ହେବ, ମାଙ୍ଗଳିକ କାର୍ଯ୍ୟକୁ ନେଇ ଖୁସି ଖବର ମିଳିବ

ଆର୍ଦ୍ରା ନକ୍ଷତ୍ର – ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି, ଯାହାକୁ ନେଇ ମାନସିକ ଚିନ୍ତା ବଢିବ

ପୂନର୍ବସୁ ନକ୍ଷତ୍ର – ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ, କର୍ମ ଓ ପରିବାରକୁ ନେଇ ଖୁସି ରହିବେ

ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ବିଭିନ୍ନ ଦିଗରୁ ଅର୍ଥଲାବର ସୁଯୋଗ ରହିଛି,ମନର ଇଛା ପୂରଣ ହେବ

ପୁଷ୍ୟା ନକ୍ଷତ୍ର – ଧୀରସ୍ଥିର ଭାବରେ କାର୍ଯ୍ୟ କରନ୍ତୁ, ବିପଦ ରହିଛି

ଅଶ୍ଲେଷା ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ଥିବା ସମସ୍ୟା ଦୂର ହେବ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ,ଦୀର୍ଘ ଦିନର ଆଶା ସଫଳ ହେବ

ପୂର୍ବାଫାଲଗୁନି ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ରହିବ, ମନ ପସନ୍ଦର ଖାଦ୍ୟ ମିଳିବାର ଯୋଗ

ଉତ୍ତରାଫାଲଗୁନୀ ନକ୍ଷତ୍ର – ମନର ଇଛା ପୂରଣ କରିବା ପାଇଁ ସୁଯୋଗ ପାଇବେ, ମାନସିକ ସ୍ଥିତି ଭଲ ରହିବ

ତୁଳସୀ ଚଉରା ମୂଳରେ କ୍ଷୀର ମିଶ୍ରିତ ଜଳ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଦେହ,ମନ ଭଲ ରହିବ, ନିଜ ସଫଳତାକୁ ନେଇ ଉତ୍ସାହିତ ହେବେ

ହସ୍ତା ନକ୍ଷତ୍ର – ପ୍ରତି କାର୍ଯ୍ୟରେ ବାଧା,ପ୍ରତିବନ୍ଧକ ଆସିବ

ଚିତ୍ରା ନକ୍ଷତ୍ର – ନୂଆ କାମ ଶୁଭାରମ୍ଭ କରିଲେ ସଫଳତା ମିଳିବ, ଦାୟିତ୍ବ ବଢିବ

ଭଗବାନ ବିଷ୍ଣୁଙ୍କର ଗାୟତ୍ରୀ ମନ୍ତ୍ର ୨୧ ଥର ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଦିନଟି ବହୁତ ଖୁସିରେ କଟିବ

ସ୍ୱାତୀ ନକ୍ଷତ୍ର – ଶରୀର ପ୍ରତି ବିପଦ ରହିଛି, ଗାଡି ଧିରେ ଚଳାନ୍ତୁ

ବିଶାଖା ନକ୍ଷତ୍ର – କ୍ୟାରିଅର ଓ ପ୍ରଫେସନ୍‌କୁ ନେଇ ଖୁସି ଖବର ପାଇବେ

ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ବୁଦ୍ଧି ଓ କୌଶଳ ପ୍ରୟୋଗ କରି ସମସ୍ତ କାର୍ଯ୍ୟରେ ସଫଳ ହେବେ

ଅନୁରାଧା ନକ୍ଷତ୍ର – ନିଜ ବ୍ୟବହାର ଓ କାମକୁ ନେଇ ସମାଲୋଚିତ ହେବେ

ଜ୍ୟେଷ୍ଠା ନକ୍ଷତ୍ର – ପରୋପକାର କାମ କରି ପ୍ରଶଂସିତ ହେବେ

ଗୋଟିଏ ଲେମ୍ବୁ ନିଜ ପାଖରେ ରଖନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ଗୁରୁଜନଙ୍କର ଆଶିର୍ବାଦ୍ ମିଳିବ, ନିଜ ଲକ୍ଷ୍ୟ ପୂରଣ ହେବ

ପୂର୍ବାଷାଢା ନକ୍ଷତ୍ର – ଦୀର୍ଘ ଦିନର ଆଶା ସଫଳ ହେବ, ଅଟକିଥିବା କାମକୁ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ

ଉତ୍ତରାଷାଢା ନକ୍ଷତ୍ର – ମିତ୍ରବନ୍ଧୁଙ୍କର ସାହାଯ୍ୟ,ସହଯୋଗ ମିଳିବ

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଦୃଢ ପଦକ୍ଷେପ ନେଇ ନିଜ ଲକ୍ଷ୍ୟରେ ସଫଳ ରହିବେ

ଶ୍ରବଣା ନକ୍ଷତ୍ର – କୌଣସି ବିଷୟରେ ଶିଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ

ଧନିଷ୍ଠା ନକ୍ଷତ୍ର – ପାରିବାରିକ ସ୍ଥିତି ଠିକ୍ ରହିବ, ନିଜର କାମକୁ ନେଇ ଖୁସି ଅନୁଭବ କରିବେ

ଛୋଟ ଶିଶୁମାନଙ୍କୁ କିଛି ଉପହାର ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ମା’ଙ୍କର ଆଶିର୍ବାଦ୍ ମିଳିବ,ଅର୍ଥ ସମ୍ଭନ୍ଧୀୟ ଶୁଭ ଖବର ମିଳିବ

ଶତଭିଷା ନକ୍ଷତ୍ର – ସୁସ୍ଥ ବାତାବରଣ ମଧ୍ୟରେ ସମୟ କଟିବ, ପଡୋଶୀଙ୍କର ସହଯୋଗ ପାଇବେ

ପୂର୍ବଭାଦ୍ର ନକ୍ଷତ୍ର – ସନ୍ତାନଙ୍କର ସଫଳତାକୁ ନେଇ ଖୁସି ଅନୁଭବ କରିବେ

ପକ୍ଷୀମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ବ୍ୟବସାୟ ଓ କ୍ୟାରିଅରକୁ ନେଇ କିଛି ପଦକ୍ଷେପ ନେଇ ପାରନ୍ତି

ଉତ୍ତରଭାଦ୍ର ନକ୍ଷତ୍ର – ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଅସନ୍ତୋଷ ରହିବ

ରେବତୀ ନକ୍ଷତ୍ର – ପିତା ଓ ଗୁରୁଙ୍କର ଆଶିର୍ବାଦ ମିଳିବ

୬ ନମ୍ବର ଲେଖି ନିଜ ପାଖରେ ରଖନ୍ତୁ, ସମସ୍ତ ସମସ୍ୟା ଦୁର ହେବ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

Leave a Reply