spot_img

Latest Posts

ବିମାନ ବନ୍ଦର ନିକଟରେ ବାଘ ଆତଙ୍କ !

ଭୁବନେଶ୍ୱର : ରାଜଧାନୀରେ ବାଘ ଆତଙ୍କ। ବାଘ ବୁଲୁଥିବା ନେଇ ଦେଖିଥିଲେ ବିମାନ ବନ୍ଦର ଡମ୍ପିଂ ୟାର୍ଡରେ କାମ କରୁଥିବା ମହିଳା କର୍ମଚାରୀ। ହଳଦିଆ ରଙ୍ଗର ବାଘକୁ ନେଇ ଭୟଭୀତ ହୋଇପଡିଛନ୍ତି ଲୋକ। ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି। ଏହାସହ ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଛି।  ବାଘର ପାଦ ଚିହ୍ନ ବି ରହିଛି। ବାଘକୁ କାବୁ ନ କରିବା ଯାଏଁ କାମ କରିବେନି ବୋଲି କହିଛନ୍ତି ମହିଳା କର୍ମଚାରୀ ।

Latest Posts

Don't Miss