ମଦ ଦୋକାନ ଖୋଲିବା ପରେ ପବ୍ଲିକର ହାଲ୍ କ’ଣ… ସୋସିଆଲ ମିଡିଆରେ ମିମ୍ର ବର୍ଷା
3 min readନୂଆଦିଲ୍ଲୀ: କେନ୍ଦ୍ରସରକାର ଲକଡାଉନ୍ ୩.୦ରେ କିଛି ଜିନିଷ ଉପରେ କୋହଳ କରିଛନ୍ତି । ଏଥିରେ ସବୁପ୍ରକାର ଜୋନରେ ମଦ ବିକ୍ରିକୁ ନେଇ ଅନୁମତି ଦିଆଯାଇଛି । ଏବଂ ଏହି ଅନୁମତି ପରେ ଦିଲ୍ଲୀ ସରକାର ରାଜଧାନୀରେ ସକାଳ ୯ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମଦ ବିକ୍ରି କରିବାକୁ ସରକାରୀ ମଦ ଦୋକାନ ଦୋକାନକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲାଇନରେ ସାମାଜିକ ଦୂରତାକୁ ଧ୍ୟାନ ନଦେଇ ଥିବାରୁ ପୋଲିସ୍ ଲାଠି ଚାର୍ଜ ମଧ୍ୟ କରିଛି । କାରଣ ସାମାଜିକ ଦୂରତାର ନିୟମ ପାଳନ କରାଇବା ପାଇଁ ସେଠାରେ କିଛି ପୋଲିସଙ୍କୁ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ଏହି ନିୟମକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଲାଠି ଚାର୍ଜ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଲୋକଙ୍କ ମଦ କିଣାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଭିନ୍ନ ପ୍ରକାରର ମିମ୍ । ତେବେ ଦେଖନ୍ତୁ ସୋସିଆଲ ମିଡିଆରେ କେମିତି ଲୋକ ନିଜ ରିଆକ୍ସନ ଦେଉଛନ୍ତି ।
after standing for 4 hours in liquor line you ask for a Breezer pic.twitter.com/IMiBNCinrh
— Godman Chikna (@Madan_Chikna) May 4, 2020
ଲକଡାଉନରେ ସମସ୍ତଙ୍କ ମୁହଁରେ ବାସ ଗୋଟିଏ ପ୍ରଶ୍ନ କି ମଦ ଦୋକାନ କେବେ ଖୋଲିବ । ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ହେବା ପରେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ରେଡ୍, ଅରେଞ୍ଜ ଆଉ ଗ୍ରୀନ ଜୋନରେ ମଦ ଦୋକାନ ଖୋଲା ଗଲା । ତେବେ ଲୋକଙ୍କ ମଦ କିଣିବାକୁ ନେଇ ଲୋକମାନେ ଯେଉଁ ଭଳି ବିକଳିଆ ହେଉଛନ୍ତି ତାହା ଏବେ କୌତୁହଳ ସୃଷ୍ଟି କରୁଛି ।
See the Dedication!! ? Braving the corona virus to get Liquor ?? pic.twitter.com/r65YgwqHBF
— Rosy (@rose_k01) May 4, 2020
ଏହି ଭିଡିଓରେ ଲୋକମାନେ ସକାଳୁ ମଦ କିଣିବା ପାଇଁ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା ।
#Bilaspur #Chhattisgarh liquor shop pic.twitter.com/c9KhiaotFg
— Dipanshu Kabra (@ipskabra) May 4, 2020
ଲାଗୁଛି ଏଠି ମାଗଣାରେ ମଦ ବଣ୍ଟା ଚାଲିଛି..
Looking at the queues outside liquor stores it looks like they are giving liquor for free pic.twitter.com/7IylaCRT3W
— desi mojito ?? (@desimojito) May 4, 2020
ଗବ୍ବର ସିଂଙ୍କ ଅନୁସାରେ ନୂଆ ଆଇ ଫୋନ୍ ଲଂଚ୍ ଭଳି ଦୋକାନ ଆଗରେ ସକାଳୁ ଭିଡ..
It's like a new iPhone launch. People queueing outside the liquor shop since early morning ? pic.twitter.com/3Ay2gpq84N
— Gabbar (@GabbbarSingh) May 4, 2020
ଏମାନେ କଣ ମଦ କିଣା ଅଭିଯାନରେ ବାହାରିଛନ୍ତି ?
Society uncles heading towards liquor shops. pic.twitter.com/LB3RQ1Pilz
— Godman Chikna (@Madan_Chikna) May 4, 2020
ପାପି ପେଟ୍ ସ୍ଥାନରେ ଟ୍ୟାକ୍ସ କା ସୱାଲ ହୈ…ପଢନ୍ତୁ…
Long lines , as a liquor shop opens up in Lucknow after over a month . The @UPGovt has allowed liquor shops to open across state . Excise is UP’s biggest revenue generator after GST and April collecfions for obvious reasons have been dismal … pic.twitter.com/qQ7fbew4cc
— Alok Pandey (@alok_pandey) May 4, 2020
Long lines to buy liquor in UP. Such videos are coming from several districts. Some are maintaining social distancing, some are not. This video is of Hapur district. Ab Public ko kaise smjhaya jaae !! Sawaal revenue ka bhi hai Sahab #wineshops #COVID19Lockdown pic.twitter.com/QsO2eZJ8vq
— Prashant Srivastava (@Prashantps100) May 4, 2020
ଆଜି ଏମିତି ମଦ ଦୌକାନ ଆଡକୁ ଦୌଡ ପ୍ରତିଯୋଗୀତା…
Today Many Towards Liquor Shops:#MondayMotivaton pic.twitter.com/D237EG6tb9
— Wasif (@iqubalwasif98) May 4, 2020