କରୋନା ବିରୋଧରେ ନବୀନଙ୍କ ପଦକ୍ଷେପକୁ ଜାତୀୟ ଗଣମାଧ୍ୟମର ପ୍ରଶଂସା
କରୋନା ସଂଘର୍ଷ ପାଇଁ ଜାତୀୟ ଗଣମାଧ୍ୟମରେ ହିରୋ ବନିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ବୃଢ଼ ପଦକ୍ଷେପ ପାଇଁ ଆଜି ଓଡ଼ିଶାରେ ଏତେ କମ୍ କରୋନା ଆକ୍ରାନ୍ତ ହୋଇଛନ୍ତି । ଓଡ଼ିଶାରେ କରୋନା ମୁକାବିଲା ପଦକ୍ଷେପ ପାଇଁ ଜାତୀୟ ଗଣମାଧ୍ୟମରେ ନବୀନଙ୍କ ଚର୍ଚ୍ଚା । ରାଜସ୍ଥାନରୁ ପ୍ରକାଶ ପାଇଥିବା ଖବର କାଗଜ ଦୈନିକ ନବଜ୍ୟୋତି ଆଜମେର୍ ଏଡିସନ୍ର ପ୍ରଥମ ପୃଷ୍ଠାରେ ନବୀନଙ୍କ କରୋନା ମୁକାବିଲା ସଂପର୍କିତ ଏକ ତୁଳନାତ୍ମକ ଖବର ପ୍ରକାଶ ପାଇଛି । ଯେଉଁଥିରେ … Continue reading କରୋନା ବିରୋଧରେ ନବୀନଙ୍କ ପଦକ୍ଷେପକୁ ଜାତୀୟ ଗଣମାଧ୍ୟମର ପ୍ରଶଂସା
Copy and paste this URL into your WordPress site to embed
Copy and paste this code into your site to embed