ବକ୍ସ ଅଫିସରେ ଇତିହାସ ରଚିଲା ‘ଦି କଶ୍ମୀର ଫାଇଲସ୍’
1 min readମୁମ୍ବାଇ: ଇତିହାସ ରଚିଲା ଫଲ୍ମ ଦି କଶ୍ମୀର ଫାଇଲସ୍’ । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ସବୁ ରେକରେଡ ଭାଙ୍ଗିଛି । ଅଳ୍ପ ବ୍ୟୟରେ ନିର୍ମିତ ଏଭଳି ଫିଲ୍ମ ଖୁବ୍ କମ ଦେଖିବାକୁ ମିଳିଥାଏ । ଷଷ୍ଠ ଦିନରେ ମଧ୍ୟ ଅନୁପମ ଖେରଙ୍କ ଏହି ଫିଲ୍ମ ଭଲ ଆୟ କରିଛି । ଭାରତେ ଫିଲ୍ମଟି ୬ ଦୁନରେ ୭୯.୨୫ କୋଟି ଆୟ କରିଛି ।
#TheKashmirFiles continues to create HAVOC… SMASHES myths and DEMOLISHES #BO records… Day-wise numbers are an EYE-OPENER, a CASE STUDY… Fri 3.55 cr, Sat 8.50 cr, Sun 15.10 cr, Mon 15.05 cr, Tue 18 cr, Wed 19.05 cr. Total: ₹ 79.25 cr. #India biz. pic.twitter.com/f5VpIwmaVH
— taran adarsh (@taran_adarsh) March 17, 2022
କାଶ୍ମୀର ଫାଇଲସ କେତେ ଆୟ କରିଛି ?
କାଶ୍ମୀର ଫାଇଲସ ବଡ଼ ସଫଳତା ମୁହାଁ ହୋଇଛି । ଫିଲ୍ମଟି ସବୁ ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିଛି । ଶୁକ୍ରବାର ଦିନ ଫିଲ୍ମ ରିଲିଜ ହେବା ପରେ ୩.୫୫କୋଟି ରୋଜଗାର କରିଥିଲା । ପରେ ଏହା ଶନିବାର ଦିନ ୮.୫୦ କୋଟି ଟଙ୍କା, ରବିବାର ଦିନ ୧୫.୧୦ କୋଟି ଟଙ୍କା, ସୋମବାର ଦିନ ୧୫.୦୫ କୋଟି ଟଙ୍କା , ମଙ୍ଗଳବାର ଦିନ ୧୮ କୋଟି ଟଙ୍କା ଓ ବୁଧବାର ଦିନ୧୯.୦୫ କୋଟି ଟଙ୍କା ରୋଜଗାର କରିଛି । ଭାରତୀୟ ବକ୍ସ ଅଫିସରେ ଫିଲ୍ମଟୁ ସମୁଦାୟ ୭୯.୨୫ କୋଟି ଟଙ୍କା ରୋଜଗାର କରିଛି ।
Day 6 [Wednesday] Biz: TOP SCORERS [post pandemic times]…
1. #TheKashmirFiles: ₹ 19.05 cr
2. #Sooryavanshi: ₹ 9.55 cr
3. #GangubaiKathiawadi: ₹ 6.21 cr
4. #83TheFilm: ₹ 5.67 cr#Hindi films. #India biz.Note:#Tanhaji: ₹ 16.72 cr#Uri: ₹ 7.73 cr
[Pre-#Covid times] pic.twitter.com/rHryfgyZiJ— taran adarsh (@taran_adarsh) March 17, 2022
କରୋନା ମହାମାରୀ ପରେ କାଶ୍ମୀର ଫାଇଲସର ଷଷ୍ଠ ଦିନ ରୋଜଗାର ସବୁ ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଦେଇଛି । ଏହି ଫିଲ୍ମଟି ସୁର୍ଯ୍ୟବଂଶୀ, ଗଙ୍ଗୁବାଇ କାଠିୟାବାଡ଼ି, ଫିଲ୍ମ ୮୩କୁ ମାତ ଦେଇଛି । ଏହା ପୂର୍ବରୁ ତାନାଜୀର ଷଷ୍ଠ ଦିନର ଆୟ ୧୬.୭୨କୋଟି ଟଙ୍କା ଥିବା ବେଳେ ଉରୀର ୭.୭୩ କୋଟି ଟଙ୍କା ରୋଜଗାର ଥିଲା ।