ଅନ୍ତର୍ଜାତୀୟ ମହାମାରୀ ମୁକାବିଲା ଦିବସରେ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ବର : ଆଜି ଅନ୍ତର୍ଜାତୀୟ ମହାମାରୀ ମୁକାବିଲା ଦିବସ । ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ସହ ଜୀବନ ଓ ଜୀବିକାରେ ବିରାଟ ପ୍ରଭାବ ପକାଇଛି । ମହାମାରୀ ମୁକାବିଲା ପାଇଁ ଓଡ଼ିଶାର ପ୍ରତିଘରେ ଜଣେ ଲେଖାଏଁ ଯୋଦ୍ଧା ପ୍ରସ୍ତୁତ ରହିବା ଦରକାର ବୋଲି ଟ୍ବିଟ୍ କରି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Epidemics and pandemics like #COVID19 pose huge challenge to global health security with massive impact on life and livelihood. On #InternationalDayOfEpidemicPreparedness, reiterate commitment to create a Yodha in every household for a disaster and pandemic-resilient #Odisha. pic.twitter.com/GOfGNPEbPW
— Naveen Patnaik (@Naveen_Odisha) December 27, 2022