Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
May 16, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ନକଲି କପଡ଼ାରେ ଅସଲି ବ୍ରାଣ୍ଡ୍ ଲଗାଇ ଦେଢ କୋଟି ଟଙ୍କାର କାରବାର କରିଥାନ୍ତେ, ଆକାଉଣ୍ଟ ଫ୍ରିଜ୍‌
  • ଅପରାଧ
  • ଓଡ଼ିଶା
  • ମୁଖ୍ୟ ଖବର

ନକଲି କପଡ଼ାରେ ଅସଲି ବ୍ରାଣ୍ଡ୍ ଲଗାଇ ଦେଢ କୋଟି ଟଙ୍କାର କାରବାର କରିଥାନ୍ତେ, ଆକାଉଣ୍ଟ ଫ୍ରିଜ୍‌

September 1, 2023

ବଲାଙ୍ଗୀର: ନକଲି କପଡ଼ା ଅସଲି ବ୍ରାଣ୍ଡ୍ ମାମଲାରେ ଗିରଫ ଅଭିଯୁକ୍ତ ରାଜେଶ ଲଖାନୀର ୩ଟି ବ୍ୟାଙ୍କ୍ ଆକଉଣ୍ଟ ଫ୍ରିଜ୍ । ତିନିଟି ଆକାଉଣ୍ଟରେ ୧୭ ଲକ୍ଷ ଟଙ୍କା ରହିଛି  । ରାୟପୁର ଓ କଲିକତାରୁ ନକଲି କପଡ଼ା ଆଣି ବିଭିନ୍ନ ବ୍ରାଣ୍ଡର ଟ୍ୟାଗ୍‌ ଲଗାଇ ବିକ୍ରି କରୁଥିଲେ ଲଖାନୀ ଗାର୍ମେଣ୍ଟସ୍‌ ମାଲିକ ରାଜେଶ ଲଖାନୀ । କେଉଁ କେଉଁ ଦୋକାନକୁ ଏଠାରୁ ଯାଉଥିଲା କପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଗତକାଲି ଖଲିଆପାଲି ଗାଁରେ ଥିବା ରାଜେଶର କର୍ମଚାରୀ ପ୍ରକାଶ ବିଶ୍ବାଳଙ୍କ ଘରେ ଚଢ଼ାଉ କରି ଟାଉନ୍ ଥାନା ପୋଲିସ ୧୦ ଲକ୍ଷ ଟଙ୍କାର ବିଭିନ୍ନ ନକଲି ବ୍ରାଣ୍ଡର କପଡ଼ା ସହ ବ୍ରାଣ୍ଡେଡ୍ ଷ୍ଟିକର, ଜରି, କାଟୁନ୍, ବ୍ରାଣ୍ଡେଡ୍ ଷ୍ଟିୟରିଂ କରୁଥିବା ଆଇରନ୍ ସମେତ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ବିଭିନ୍ନ ସମାଗ୍ରୀ ଜବତ କରିଛି  । ରାୟପୁର ଓ କଲିକତାରୁ ଶହେ ଦୁଇଶହ ଟଙ୍କାରେ ଆସୁଥିବା ପ୍ୟାଣ୍ଟ୍, ସାର୍ଟରେ ନାମିଦାମୀ କମ୍ପାନୀର ଷ୍ଟିକର ଲଗାଇ ୨ ହଜାର ଟଙ୍କାରୁ ୫ ହଜାର ଟଙ୍କାରେ ବିକ୍ରି ହେଉଥିଲା  । ଏହି ସବୁ କାରବାର କରିବାର ଦାୟିତ୍ଵ ତାଙ୍କ କର୍ମଚାରୀ ପ୍ରକାଶ ବିଶ୍ଵାଳକୁ ଦେଇଥିଲେ ରାଜେଶ  ।

୧୦ ଲକ୍ଷ ଟଙ୍କାର କପଡ଼ାରେ ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲାଗଇ ଦେଢ କୋଟି ଟଙ୍କାର କାରବାର ହୋଇଥାନ୍ତା ବୋଲି ପୋଲିସ ଜାଣିବାକୁ ପାଇଛି  । ମୁମ୍ବାଇର ତ୍ରିନିତ୍ରୀ କମ୍ପାନୀ କର୍ମଚାରୀ ଦିପେଶ ଗୁପ୍ତାଙ୍କ ଅଭିଯୋଗ ପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା  । ତେବେ ଅଭିଯୁକ୍ତ ରାଜେଶ ନକଲି କାରବାର ଚେର୍ କେତେ ପର୍ଯ୍ୟନ୍ତ ଲମ୍ବିଛି ତାହାକୁ ନେଇ ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ପୋଲିସ ଟିମ ତଦନ୍ତ ଆରମ୍ଭ କରୁଛି । ପୂର୍ବରୁ ଲଖାନୀ ଗାର୍ମେଣ୍ଟ ମାଲିକ ରାଜେଶ ଲଖାନୀକୁ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ୍  । ରାଜେଶ ଲଖାନୀର ସୁଦପଡା ଗୋଦାମରୁ ୪୩ ଲକ୍ଷ ଟଙ୍କାର ନକଲି ବ୍ରାଣ୍ଡ କପଡା ଜବତ ହୋଇଥିଲା ।

Tags: bolangir crime fake account fridge textile owner

Continue Reading

Previous ଜିଆଇ ଜର୍ଣ୍ଣାଲରେ ସ୍ଥାନ ପାଇଲା ଓଡ଼ିଶାର ୭ଉତ୍ପାଦ, ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍
Next କୋଚିଂ ସେଣ୍ଟରରେ ବଜ୍ରପାତ, ୧୦ ଛାତ୍ରଛାତ୍ରୀ ଆହତ

ଅଧିକ କାହାଣୀ

1 min read
  • ଅପରାଧ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ଧରାପଡିଲା କାନପୁରର ନକଲି ଡାକ୍ତର ଅନୁଷ୍କାଙ୍କ ମିଛ; MBBS ଡିଗ୍ରୀ ନାହିଁ କିନ୍ତୁ କରୁଥିଲେ ସର୍ଜରୀ

May 16, 2025
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ମିସ୍ ଓ୍ୱାର୍ଲଡ଼ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ବଢିଲା ରାଜନୀତି

May 16, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ବଢ଼ିବ ଭାରତର ପ୍ରତିରକ୍ଷା ବଳ, ପ୍ରତିରକ୍ଷା ବଜେଟ୍ ପରିମାଣ ବଢ଼ାଇବା ଲାଗି ଯୋଜନା

May 16, 2025

Recent Posts

  • ଧରାପଡିଲା କାନପୁରର ନକଲି ଡାକ୍ତର ଅନୁଷ୍କାଙ୍କ ମିଛ; MBBS ଡିଗ୍ରୀ ନାହିଁ କିନ୍ତୁ କରୁଥିଲେ ସର୍ଜରୀ
  • ମିସ୍ ଓ୍ୱାର୍ଲଡ଼ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ବଢିଲା ରାଜନୀତି
  • ବଢ଼ିବ ଭାରତର ପ୍ରତିରକ୍ଷା ବଳ, ପ୍ରତିରକ୍ଷା ବଜେଟ୍ ପରିମାଣ ବଢ଼ାଇବା ଲାଗି ଯୋଜନା
  • ନୀରବ ମୋଦିଙ୍କୁ ପୁଣି ଧକ୍କା : ୧୦ମ ଥର ପାଇଁ ଜାମିନ ଆବେଦନ ଖାରଜ କଲା ଲଣ୍ଡନ କୋର୍ଟ
  • ପହଲଗାଓଁ ହମଲା ପ୍ରସଙ୍ଗ : ଆଫଗାନିସ୍ତାନ ବିଦେଶମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏସ. ଜୟଶଙ୍କର
  • ଜାରି ହେଲା କୋର୍ଡ ୮୬୪୭ : ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି ପୂର୍ବତନ FBI ନିର୍ଦ୍ଦେଶକ !
  • ବର୍ଷା ଆଣିବ ଆଶ୍ବସ୍ତି, ୧୮ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ବୈପାରୀଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ଜଣଙ୍କ ମୃତ୍ୟୁ
  • ପୁଣି ମାଓବାଦୀ ସକ୍ରିୟ ; ଗନ୍ଧମାର୍ଦ୍ଦନ ପାହାଡ଼ରୁ ମାଓ କ୍ୟାମ୍ପ ଠାବ 
  • ଭାରତର ସହାୟତା ଭୁଲିବା ତୁର୍କୀକୁ ପଡିବ ମହଙ୍ଗା; ବ୍ୟବସାୟିକ ସମ୍ପର୍କରେ ପଡିବ ପୂର୍ଣ୍ଣଛେଦ
  • ୧୮ ତାରିଖ ଯାଏ ବଢିଲା ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି
  • ଗୁଜରାଟର ଭୁଜ ଏୟାରବେସ ପରିଦର୍ଶନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ବେଦାନ୍ତ ଆଲୁମିନିୟମରେ ଆନ୍ତର୍ଜାତୀୟ ପରିବାର ଦିବସ ପାଳିତ
  • ବିଜେପି ସରକାରକୁ ବର୍ଷେ ପୂର୍ତ୍ତିରେ ପୂରଣ ହେବ କି ମନ୍ତ୍ରୀପଦ ?
  • ‘ସୀମା ପାର ଆତଙ୍କବାଦ ବନ୍ଦ ନ ହେବା ଯାଏ ବଦଳିବ ନାହିଁ ସିନ୍ଧୁ ଜଳ ସଂକ୍ରାନ୍ତ ନିଷ୍ପତ୍ତି’
Tweets by NandighoshaTV

ନଜର ପକାନ୍ତୁ

1 min read
  • ଅପରାଧ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ଧରାପଡିଲା କାନପୁରର ନକଲି ଡାକ୍ତର ଅନୁଷ୍କାଙ୍କ ମିଛ; MBBS ଡିଗ୍ରୀ ନାହିଁ କିନ୍ତୁ କରୁଥିଲେ ସର୍ଜରୀ

May 16, 2025
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ମିସ୍ ଓ୍ୱାର୍ଲଡ଼ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ବଢିଲା ରାଜନୀତି

May 16, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ବଢ଼ିବ ଭାରତର ପ୍ରତିରକ୍ଷା ବଳ, ପ୍ରତିରକ୍ଷା ବଜେଟ୍ ପରିମାଣ ବଢ଼ାଇବା ଲାଗି ଯୋଜନା

May 16, 2025
  • ଅନ୍ତର୍ଜାତୀୟ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ନୀରବ ମୋଦିଙ୍କୁ ପୁଣି ଧକ୍କା : ୧୦ମ ଥର ପାଇଁ ଜାମିନ ଆବେଦନ ଖାରଜ କଲା ଲଣ୍ଡନ କୋର୍ଟ

May 16, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.