ଭାରତୀୟ ସେନା ଉପରେ ଗ୍ରେନେଡ୍ରେ ଆକ୍ରମଣ
1 min read
ଜମ୍ମୁ-କଶ୍ମୀରରେ ସେନା ଉପରେ ଗ୍ରେନେଡ୍ରେ ଆକ୍ରମଣ । ଏଥିରେ ୨ସିଆରପିଏଫ ଯବାନ ଓ ୨ସାଧାରଣ ନାଗରିକ ଆହତ ହୋଇଛନ୍ତି । ଶ୍ରୀନଗରର ଲାଲଚୌକ ନିକଟରେ ଏହି ଆକ୍ରମଣ ଘଟିଛି ।
ତେବେ ଘଟଣା ପାଇଁ କୈାଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇବାକୁ ଆତଙ୍କି ଏଭଳି ଆକ୍ରମଣ କରିଥିବା ସିଆରପିଏଫ୍ ଆଇଜି ସୂଚନା ଦେଇଛନ୍ତି ।