ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ‘ଦରମା’: କିନ୍ତୁ ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ଦରମା । ଆପଣ ଦରମା ବାବଦକୁ ପାଉଥିବା ଇନ୍ ହ୍ୟାଣ୍ଡ ବା ଟେକ୍ ହୋମ୍ ଟଙ୍କା ପୂର୍ବାପେକ୍ଷା କମିପାରେ । ସରକାର ଦ୍ୱାରା ପ୍ରଣିତ ନୂଆ ଓ୍ୱେଜ୍ ଆଇନ୍ (Wage Rule) ଆନୁଯାୟୀ କମ୍ପାନୀମାନେ ଦରମା ଢାଞ୍ଚାରେ ପରିବର୍ତ୍ତନ କରିବେ । ଯାହା ଅପ୍ରେଲ ପହିଲାରୁ ଲାଗୁ ହେବ । ଆଉ ଏହି ନୂଆ ନିୟମ ଯୋଗୁଁ ଆପଣଙ୍କ ଇନ୍ ହ୍ୟାଣ୍ଡ ଟଙ୍କା କମିପାରେ । ସରକାରଙ୍କ ଏହି … Continue reading ଆସନ୍ତା ଆର୍ଥିକ ବର୍ଷରୁ କମିପାରେ ଆପଣଙ୍କ ‘ଦରମା’: କିନ୍ତୁ ମିଳିବ ଏହି ସବୁ ସୁବିଧା