woman orders ice cream online

ମୁମ୍ବାଇ : କୋନ ଆଇସକ୍ରିମରୁ ବାହାରିଲା କଟା ଆଙ୍ଗୁଠି। ଅନଲାଇନରେ ମଗାଇଥିଲେ ଆଇସକ୍ରିମ। ହେଲେ ଖାଇବାବେଳେ ସେଥିରୁ ବାହାରିଲା ଏକ କଟା ମନୁଷ୍ୟ ଅଙ୍ଗୁଳି। ମୁମ୍ବାଇ ମଲାଡ...