wife death

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁଭଦ୍ରାପୁର ମୁଣ୍ଡା ସାହିରେ ଅଘଟଣ। ସ୍ତ୍ରୀର ମୃତ୍ୟୁ ପରେ ଥାନାରେ ଅଟକ ରହିଛି ସ୍ୱାମୀ। ପଚରାପଚରି ପାଇଁ ଅଟକ ରହିଛି...