1 min read ସ୍ୱାସ୍ଥ୍ୟ ଜିଭରେ ପଡ଼ୁଛି କି ଧଳା ଦାଗ, ଭାରି ପଡ଼ିବ ଅଣଦେଖା May 21, 2022 ଭୁବନେଶ୍ୱର: ଯେତେବେଳେ ଆପଣ ବେମାରରେ ପଡ଼ନ୍ତି ତ ଡାକ୍ତର ପ୍ରଥମେ ଆପଣଙ୍କ ଜିଭ ଦେଖନ୍ତି । କାରଣ ଜିଭର ରଙ୍ଗରୁ ଅନେକ ରୋଗ ବିଷୟରେ ଅନୁମାନ କରି...