ଜାତୀୟ ୬୦ ମିଟର ଶାଢ଼ୀରେ ୧୩ଟି ଭାଷାରେ ୧୩ ହଜାର ୨ ଶହ ଥର ଜୟ ଶ୍ରୀରାମ ଲେଖି ଚର୍ଚ୍ଚାରେ ବୁଣାକାର April 22, 2022 ଧର୍ମାବରମ୍: ଆନ୍ଧ୍ରପ୍ରଦେଶର ଧର୍ମାବରମର ଜଣେ ବୁଣାକାର ୧୩ଟି ଭାରତୀୟ ଭାଷାରେ ୬୦ଟି ମିଟରର ଏକ ରେଶମ ଶାଢ଼ୀ ବୁଣି ତା ଉପରେ ୩୨ ହଜାର ୨ ଶହ...