Walkie-talkies explode

ନନ୍ଦିଘୋଷ ବ୍ୟୁରୋ: ବିସ୍ଫୋରଣରେ ପୁଣି ଥରିଲା ଲେବାନନ। ପେଜର୍ ପରେ ୱାକି ଟକିରେ ହୋଇଛି ବିସ୍ଫୋରଣ। ଆଇକମ ଡିଭାଇସରେ ଏହି ବିସ୍ଫୋରଣ ହୋଇଛି। ଏହା ଆଗରୁ ପେଜରରେ...