1 min read ଓଡ଼ିଶା ତାଜା ଖବର ମୁଖ୍ୟ ଖବର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହେଲା ୨ ହଜାର ଡାକ୍ତର ପଦବୀ November 19, 2022 ଭୁବନେଶ୍ୱର: ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ସୃଷ୍ଟି ହେଲା ନୂଆ ୨ ହଜାର ଡାକ୍ତର ପଦବୀ । ଓଡ଼ିଶା ମେଡିକାଲ ଓ...