Uttarakhand Landslide

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଦବୁଛି ମାଟି । ପାଖାପାଖି ୬ଶହ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ଫଳରେ ଆତଙ୍କିତ ହୋଇପଡିଛନ୍ତି ସହରବାସୀ ।...