ଅପରାଧ ଜାତୀୟ ମୁଖ୍ୟ ଖବର ସ୍ୱତନ୍ତ୍ର ହାଇଲାଇଟ୍ ସମ୍ବାଦ ନିଜ ଝିଅର ଶବ ସତ୍କାର କ’ଣ ଏପରି କରିଥାଅନ୍ତ କି ବୋଲି ହାଇକୋର୍ଟଙ୍କ ଏଡିଜିଙ୍କୁ ପ୍ରଶ୍ନ, ଶବ ପୋଡିବା କଥା କୋର୍ଟରେ ମାନିଲେ ଜିଲାପାଳ October 12, 2020 ଲକ୍ଷ୍ମୌ : ‘ତୁମେ କ’ଣ ତୁମ ଝିଅ ଶବର ଏପରି ସତ୍କାର କରି ଥାଆନ୍ତ’ । ‘କେଉଁ ପରିସ୍ଥିତିରେ ଦୁଷ୍କର୍ମ ପୀଡିତାର ଶବକୁ ତରବରିଆ ଭାବେ ଜାଳି...