Unit-1 Market

ଭୁବନେଶ୍ବର ୟୁନିଟ ୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ। ଜଳିଗଲା ୪୦ରୁ ଅଧିକ ଦୋକାନ। ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ୧୧ଟି ଦମକଳ ବାହିନୀ। ପୋଲିସ ସହ ସ୍ଥାନୀୟ...